Posted inଫୁରସତ

ଯୁବକଙ୍କୁ ଉଡ଼ାଇ ନେଉଛି ଭୟଙ୍କର ପବନ, ଭିଡିଓ ଦେଖିଲେ…

ପ୍ରକୃତିର ଅନେକ ରୂପ ରହିଛି। ଏହା ବେଳେବେଳେ ଉଗ୍ର ରୂପ ଧାରଣ କରେ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ସମୁଦ୍ର କୂଳରେ ଉଡୁଥିବାର ନଜର ଆସିଛନ୍ତି। ଯଦିଓ ସେ ବାସ୍ତବରେ ଉଡୁନାହାନ୍ତି, କିନ୍ତୁ ପବନ ଏତେ ଶକ୍ତିଶାଳୀ ହେଉଛି ଯେ, ତାଙ୍କୁ ଦେଖିଲେ ଆପଣଙ୍କୁ ଲାଗିବ ସେ ଉଡୁଛନ୍ତି।

‘ଆର୍ଥ ପିକ୍ସ’ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ କରାଯାଏ। ଏବେ ଏହି ଆକାଉଣ୍ଟରେ ନେଦରଲ୍ୟାଣ୍ଡର ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ପବନ ଏତେ ଶକ୍ତିଶାଳୀ ପବନ ବହୁଛି ଯେ, ସବୁକିଛି ଉଡ଼ିଯିବା ପରି ଦେଖାଯାଉଛି। ଭିଡିଓରେ ଯୁବକ ଜଣକ ସେହି ପବନ ସାମ୍ନାରେ ଠିଆ ହୋଇଛନ୍ତି। ତାଙ୍କୁ ଦେଖିଲେ ଜାଣିପାରିବେ ପବନର ଶକ୍ତି କେତେ।

ଯୁବକ ଜଣକ ସମୁଦ୍ର କୂଳରେ ଥିବା ଘାସ ମଝିରେ ଠିଆ ହୋଇଛନ୍ତି। ସେଠାରେ ଅଧିକ ଲୋକ ଅଛନ୍ତି। ଯେଉଁମାନେ ପାଗକୁ ଉପଭୋଗ କରୁଛନ୍ତି। ଯୁବକ ଜଣକ ପବନ ଦିଗରେ ଠିଆ ହୋଇ ଜ୍ୟାକେଟକୁ ଖୋଲା ଛାଡିଦେଲେ। ଏଥିରେ ପବନ ଭରି ଯାଉଛି। ପବନର ବେଗ ଏତେ ଶକ୍ତିଶାଳୀ ଯେ, ଯୁବକ ଜଣକ ଠିଆ ହୋଇପାରୁନାହାନ୍ତି। ସେ ତାଙ୍କ ଗୋଡର ଦୁଇ ଆଙ୍ଗୁଠିରେ ଠିଆ ହୋଇଥିବା ଦେଖାଯାଏ।

ଭିଡିଓକୁ ୭୫ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ପବନ କ’ଣ ସତରେ ଏତେ ଜୋର୍‌ରେ ବହୁଛି? ଆଉ କିଛି ୟୁଜର କହିଛନ୍ତି, ପବନର ବେଗ ଦେଖିଲେ ଅନୁମାନ କରିହେଉଛି ଏହା କେତେ ଜୋର୍‌ରେ ବହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri