ଶ୍ରୀ ହନୁମାନ-ଭୋଳାନାଥଙ୍କ ନାମକୁ ଯୋଡି ପୁଅର ନାମକରଣ କଲେ ସୋନମ, ୟୁଜର୍ସ କହିଲେ କିଛି ଶିଖନ୍ତୁ କରିନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ତାଙ୍କ ପୁଅର ନାମକରଣ କରିଛନ୍ତି । ପ୍ରଶଂସକ ସୋନମଙ୍କ ପୁଅର ନାମ ଜାଣିବା ପରେ ଏବେ ସେ ଆସିଛନ୍ତି ଚର୍ଚ୍ଚାକୁ । ସୋନମ ତାଙ୍କ ପୁଅର ନାମ ବାୟୁ ରଖିଛନ୍ତି । ସୋନମ ମୁମ୍ବାଇରେ ପୁଅର ନାମକରଣ କରିଛନ୍ତି । ସେ ଏବେ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାମିଲି ଫଟୋ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ ପୁଅର ନାମ ବାୟୁ ରଖିଥିବା ବେଳେ ଏହାର ଅର୍ଥ ବୁଝାଇଛନ୍ତି ।

ଏଥିରେ ସେ ତାଙ୍କ ପୁଅର ନାମ ବାୟୁ ରଖିଥିବା ବେଳେ ଏହାର ଅର୍ଥ ବୁଝାଇଛନ୍ତି ।
ଏଥିରେ ସେ କହିଛନ୍ତି, ହିନ୍ଦୁ ଶାସ୍ତ୍ରରେ ବାୟୁ ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟିଏ । ଏହା ନିଶ୍ୱାସର ଦେବତା, ହନୁମାନ, ଭୀମ ଓ ମାଧବଙ୍କର ଆଧ୍ୟାତ୍ମିକ ପିତା ଓ ବାୟୁର ଅବିଶ୍ୱନୀୟ ରୂପର ଶକ୍ତିଶାଳୀ ସ୍ୱାମି ଅଟନ୍ତି ।
ଏହାସହ ସୋନମ ଆହୁରି ମଧ୍ୟ କହିଛନ୍ତି, ପ୍ରାଣ ବାୟୁ ଅଟେ, ଯିଏ ବ୍ରହ୍ମାଣ୍ଡରେ ଜୀବନ ଓ ବୃଦ୍ଧିର ମାର୍ଗଦର୍ଶକ ଶକ୍ତି ଅଟେ । ପ୍ରାଣ, ଇନ୍ଦ୍ର, ଶିବ ଓ କାଳୀ ସମସ୍ତ ଦେବତାଙ୍କର ବାୟୁ ସହ ସମ୍ପର୍କ ରହିଛି । ଏହା ଜୀବ ମଧ୍ୟରେ ଅତି ସାଧାରଣ ଭାବେ ଜୀବନ ଦେଇପାରେ । ଯେମିତି ଏହା ଖରାପକୁ ନଷ୍ଟ କରିପାରେ । ବାୟୁକୁ ବୀର, ବାହଦୂର ଓ ମନ୍ତ୍ରମୁଗ୍ଧ କରୁଥିବା ସୁନ୍ଦର ବୋଲିି କୁହାଯାଇଥାଏ । ସୋନମଙ୍କ ଏହି ଚିନ୍ତାଧାରାକୁ ପ୍ରଶଂସକ ଖୁବ୍ ପ୍ରଶଂସା କରୁଛନ୍ତି । ଏହାସହ କରିନା କପୁରଙ୍କୁ ଏଥିରୁ କିଛି ଶିଖିବାକୁ କେତେଜଣ ୟୁଜର୍ସ କହିଥିବା ଦେଖାଯାଇଛି । ସୂଚନାଯୋଗ୍ୟ, କରିନା ତାଙ୍କ ଦୁଇ ପୁଅଙ୍କ ନାମ ତୈମୁର ଓ ଜାହାଙ୍ଗିର ରଖିଛନ୍ତି । ଏହା ମୋଗଲ ଶାସକଙ୍କ ସହ ଜଡିତ ନାମ ଯାହା ପାଇଁ କରିନା ଟ୍ରୋଲ ହେଉଛନ୍ତି । ହେଲେ ସୋନମ କପୁର ହିନ୍ଦୁ ଧର୍ମକୁ ସମ୍ମାନ କରୁଛନ୍ତି ବୋଲି କେତେଜଣ ୟୁଜର୍ସ କହିଛନ୍ତି ।
ସୂଚନାଯୋଗ୍ୟ, ସୋନମ କପୁର ଓ ଆନନ୍ଦ ଆହୁଜା ୨୦ ଅଗଷ୍ଟରେ ପ୍ୟାରେଣ୍ଟସ୍ ହୋଇଥିଲେ । ଗୋଟିଏ ଦିନ ପୂର୍ବରୁ ତାଙ୍କ ପୁଅର ୱାନ ମନ୍ଥ ଆନିଭର୍ସାରି ପାଳନ କରାଯାଇଛି । ଏହି ଅବସରରେ ସୋନମ ଇନଷ୍ଟାଗ୍ରାମରେ କେକ୍ ଓ ଆଉ କିଛି ଫଟୋ ଶେୟାର କରିଛନ୍ତି । କେକ୍‌ରେ ଲେଖାଯାଇଛି ୱାନ ମନ୍ଥ ଲଭ ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri