ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ ଲୋକାର୍ପଣ ଉତ୍ସବରେ ଯୋଗଦେଲେ ଝିଅ ସୋଫିଆ। ସମାବେଶ ସ୍ଥଳରେ ଯୋଗଦେଲେ ନିଲମ୍ୱିତ କଂଗ୍ରେସ ବିଧାୟିକା ସୋଫିଆ ଫର୍ଦ୍ଦୋସ। ଯାହାକୁ ନେଇ ରାଜ୍ୟ ରାଜ୍ୟନୀତି ସରଗରମ ରହିଛି।