ବାପା-ମା’ଙ୍କ ଛାଡପତ୍ର ଦିନ ଖୁସିରେ ପାଗଳ ହୋଇଯାଇଥିଲେ ଏହି ଅଭିନେତ୍ରୀ

ଯେକୌଣସି ଦାମ୍ପତ୍ୟ ଜୀବନରେ ଛାଡପତ୍ର ପରିସ୍ଥିତି ଆସିଲେ, ପିଲାମାନଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ। କିନ୍ତୁ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଏହାର ଭଲ ପ୍ରଭାବ ପଡିଛି। ପାପା କମଲ ହାସନ ଏବଂ ମା ସାରିକାଙ୍କ ଛାଡପତ୍ରକୁ କିପରି ମୁକାବିଲା କରିଥିଲେ ଏକ ସାକ୍ଷାତକାରରେ ତାହାର ଖୁଲାସା କରିଛନ୍ତି ଶ୍ରୁତି। ୧୯୯୮ରେ କମଲ ସାରିକାଙ୍କୁ ବିବାହ କରିଥିଲେ ଏବଂ ୨୦୦୪ ରେ ଏହି ଦମ୍ପତି ପରସ୍ପରଠାରୁ ଅଲଗା ହୋଇଥିଲେ। ମୁଁ ଏହି ଛାଡପତ୍ରରେ ବେଶ୍‌ ଖୁସି ଥିଲି। ମୁଁ ଏଥିପାଇଁ ଉତ୍ସାହିତ ହୋଇଥିଲି ଯେ, ଦୁହେଁ ନିଜ ଜୀବନ ବଞ୍ଚାଇବା ପାଇଁ ଅଲଗା ହୋଇଗଲେ। କାରଣ ଯେତେବେଳେ ଦୁଇ ଜଣ ଏକାଠି ରହିବାକୁ ଚାହାଁନ୍ତି ନାହିଁ ତଥାପି କୌଣସି କାରଣରୁ ରହିବାକୁ ପଡୁଛି, ସେ ସମୟରେ ଦୁହେଁ ଅଲଗା ହୋଇଯିବା ଉଚିତ୍‌। ଅଲଗା ହେବା ପରେ ମଧ୍ୟ ସେ ବହୁତ ଭଲ ମାତାପିତା। ମୁଁ ମୋ ବାପାଙ୍କ ନିକଟତର। ମୋ ମା ବହୁତ ଭଲ କାମ କରୁଛନ୍ତି ଏବଂ ସେ ମଧ୍ୟ ଆମ ଜୀବନର ଏକ ଅଂଶ । ମୁଁ ଭାବୁଛି ଏହା ଏହିପରି ହେବାର ଥିଲା। ଶ୍ରୁତି ଆହୁରି କହିଛନ୍ତି, ସେ ଦୁହେଁ ଭିନ୍ନ ବ୍ୟକ୍ତିତ୍ୱ। କିନ୍ତୁ ସେମାନେ ଏକାଠି ଭଲ ନ ଥିଲେ। କିନ୍ତୁ ଏଥିରୁ ଅନୁମାନ କରାଯିବା ଉଚିତ ନୁହେଁ ଯେ ଜଣେ ମଣିଷ ଭାବରେ ସେ ବହୁତ କମ ଭଲ ହୋଇଗଲେ। ଯେତେବେଳେ ସେମାନେ ଅଲଗା ହୋଇଥିଲେ ମୁଁ ବହୁତ ଛୋଟ ଥିଲି, କିନ୍ତୁ ଏସବୁ ବୁଝିବା ମୋ ପାଇଁ ସହଜ ଥିଲା ଯେ ସେମାନେ ଏକାଠି ହେବା ଅପେକ୍ଷା ଅଲଗା ହୋଇ ଅଧିକ ଖୁସି ହୁଅନ୍ତି।
କମଲ ହାସନ ଏବଂ ସାରିକାଙ୍କର ଦୁଇଟି ଝିଅ ଅଛନ୍ତି, ଶ୍ରୁତି ହାସନ ଏବଂ ଅକ୍ଷରା ହାସନ। ଉଭୟ ଶ୍ରୁତି ଏବଂ ଅକ୍ଷରା ଅଭିନେତ୍ରୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri