ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ: ଆସିଲା କଳାକାରଙ୍କ ଦାନ୍ତ ଭଙ୍ଗା ଭିଡିଓ, ଦେଖିଲେ ବନ୍ଦ ହେବନି ହସ

ଦୀର୍ଘ ଦିନର ଅପେକ୍ଷା ପରେ ‘ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ ହୋଇଛି। ଶୀଘ୍ର ଦର୍ଶକମାନେ ଏହାର ନୂତନ ଏପିସୋଡ ଦେଖି ପାରିବେ। ପ୍ରାୟ ଚାରି ମାସର ବିରତି ପରେ ଏହି ଶୋ’ର ଶୁଟିଂ ଆରମ୍ଭ ହୋଇଛି। ବର୍ତ୍ତମାନ ସେଟ୍‌ର ଫଟୋ ସାମ୍ନାକୁ ଆସିଛି।

ଶୁଟିଂ ସେଟରେ କପିଲ ଶର୍ମା, ଭାରତୀ ସିଂ, ସୁମୋନା ଚକ୍ରବର୍ତ୍ତୀ, କୃଷ୍ଣ ଅଭିଷେକ ଏବଂ ଅନ୍ୟ କଳାକାରମାନେ ପହଞ୍ଚିଥିଲେ। ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ସମସ୍ତେ ବହୁତ ଉତ୍ସାହିତ ଜଣାନଡୁଛନ୍ତି। ଅନ୍ୟାନ୍ୟ ଟିଭି ଶୋ’ର ସେଟ୍‌ ପରି, ଏଠାରେ ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଇଛି। କପିଲ ଶର୍ମା ନିଜ ଇନଷ୍ଟାଗ୍ରାମରରେ ଏହି ଦୃଶ୍ୟ ପଛର ଏକ ଭିଡିଓ ଶେୟାର କରିଛନ୍ତି।

କପିଲ ଶେୟାର କରିଥିବା ଭିଡିଓ ଦେଖିବା ପରେ ମଧ୍ୟ ହସ ବନ୍ଦ ହେବ ନାହିଁ। ଭିଡିଓରେ ଶିଶୁ ଫିଲ୍ଟରରେ କପିଲ ଏବଂ ଭାରତୀ ସିଂ ନଜର ଆସିଛନ୍ତି। ସେମାନଙ୍କର ଉଭୟ ଆଗ ଦାନ୍ତ ମଧ୍ୟ ଭାଙ୍ଗି ଯାଇଛି। କପିଲ କହିଛନ୍ତି ଯେ ‘ବନ୍ଧୁଗଣ, ଆପଣ ସମସ୍ତେ ଜାଣନ୍ତି, ଆଜି ଆମ ସହିତ ସୁନ୍ଦର କଳାକାର ଅଛନ୍ତି।’

ଶୋ’ରେ ସପନା ଭୂମିକାରେ ଅଭିନୟ କରୁଥିବା କୃଷ୍ଣ ଅଭିଷେକ କହିଛନ୍ତି ଯେ ଚାରି ମାସ ପରେ ଶୋ’ର ଶୁଟିଂ ପୁଣି ଆରମ୍ଭ ହୋଇଛି। ଆମେ ସମସ୍ତେ ବହୁତ ଉତ୍ସାହିତ। ସେ ‘ ପିପିଇ କିଟ ପିନ୍ଧିଥିବା ସେଟ କର୍ମଚାରୀଙ୍କୁ ମଧ୍ୟ ଭିଡିଓରେ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri