Categories: ବାଣିଜ୍ୟ

ବଜେଟ୍‌ ପୂର୍ବରୁ ସେନସେକ୍ସ୍‌ ୪୦୦ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ସେନସେକ୍ସ୍‌ରେ ୪୦୦ ପଏଣ୍ଟ୍‌ ବୃଦ୍ଧି ଘଟିଛି। ସୋମବାର ଏହା ୪୬,୭୭୭.୫୬ ପଏଣ୍ଟ୍‌ ଛୁଇଁଛି। ସେନସେକ୍ସ୍‌ ୪୬,୨୮୫.୭୭ରେ ବନ୍ଦ ହୋଇଥିଲା। ସୋମବାର ଏଥିରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଛି। ବଜେଟ ପୂର୍ବରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ଏଥିରୁ ପ୍ରମାଣିତ ହୋଇଛି। ସେହିପରି ନିଫ୍ଟି ୧୩,୭୭୩.୮୦ ପଏଣ୍ଟ୍‌ରେ ପହଞ୍ଚିଛି। ଏହା ୧୩,୬୩୪.୬୦ ପଏଣ୍ଟରେ ବନ୍ଦ ହୋଇଥିଲା।

Share