ସ୍କଟଲାଣ୍ଡରେ ଜଳ ଯୋଗାଣ ବନ୍ଦ, ଶୌଚାଳୟ ପାଇଁ ବର୍ଷା ଜଳ-ଖାଇବା ପାଇଁ କାଗଜର ବ୍ୟବହାର…

ଏଡନବର୍ଗ,୧୯।୧ : ସମ୍ପ୍ରତି ସ୍କଟଲାଣ୍ଡର ଆରିଜୋନା ଅଞ୍ଚଳରେ ମରୁଡ଼ି ପରିସ୍ଥିତିରେ ରହିଛି। ଲୋକମାନେ ଜଳ ସଂରକ୍ଷଣ ପାଇଁ ନୂତନ ପରୀକ୍ଷଣ କରୁଛନ୍ତି। ଏହି ସମୟରେ, ଏଠାରେ ଥିବା ସ୍କଟସଡେଲ, ରିଓ ଭର୍ଡେରୁ ଜଳ ଯୋଗାଣ ବନ୍ଦ କରି ଦେଇଛି ଏବଂ ଜାନୁଆରୀ ୧ ରୁ ଶହ ଶହ ପରିବାରଙ୍କ ପାଖରେ ପାଣି ନାହିଁ। ଫଳରେ ଶୌଚାଳୟ ପାଇଁ ବର୍ଷା ଜଳ-ଖାଇବା ପାଇଁ କାଗଜର ବ୍ୟବହାର କରାଯାଉଛି।

ସରକାରଙ୍କ ଏହି ବିବାଦୀୟ ପଦକ୍ଷେପକୁ ନେଇ କ୍ରୋଧିତ ଲୋକମାନେ ବର୍ତ୍ତମାନ କୋର୍ଟରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ସ୍କଟସଡେଲ କହିଛି ଯେ ରିଓ ଭର୍ଡେ ଜଳ ଯୋଗାଣ ପାଇଁ ଏହା ଦାୟୀ ନୁହେଁ। ସ୍କଟସଡେଲ ଦର୍ଶାଇଛି ଯେ ରିଓ ଭର୍ଡେ ଦୀର୍ଘ ବର୍ଷ ଧରି ଚେତାବନୀ ଦେଇଛି ଏବଂ ପରାମର୍ଶ ଦେଇଛି ଯେ ମରୁଡ଼ି ସମୟରେ ଏହା ଆମର ଯୋଗାଣ ଉପରେ ନିର୍ଭର କରିପାରିବ ନାହିଁ।

ରିଓ ଭର୍ଡେରେ ୫୦୦ରୁ ଅଧିକ ଘର ଅଛି ଯେଉଁଠାରେ ପାନୀୟ ଜଳ ମଧ୍ୟ ଉପଲବ୍ଧ ନାହିଁ। ଲୋକମାନେ ଦୈନନ୍ଦିନ କାର୍ଯ୍ୟ ପାଇଁ ନୂତନ ଏବଂ କଠିନ ପରୀକ୍ଷଣ କରୁଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସେମାନେ ଶୌଚାଳୟ ପାଇଁ ବର୍ଷା ଜଳ ବ୍ୟବହାର କରୁଛନ୍ତି ଏବଂ ଖାଦ୍ୟ ଲାଗି କାଗଜ ପ୍ଲେଟ ବ୍ୟବହାର କରୁଛନ୍ତି, ଯାହାଫଳରେ ଜଳ ସଞ୍ଚୟ ହୋଇପାରିବ। ଅନ୍ୟ ଜଣେ ବାସିନ୍ଦା ଡି ଥୋମାସ କହିଛନ୍ତି ଯେ ସେ ପୋଖରୀରେ ସଂଗୃହିତ ବର୍ଷା ଜଳକୁ ନିଜ ପରିବାରର ଆବଶ୍ୟକତା ପାଇଁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ସାଧାରଣ ଦିନରେ ସେ ଏହାକୁ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri