ସମ୍ବଲପୁର ଜିଲା ୨ ଦିନ ଶଟ୍‌ଡାଉନ

ସମ୍ବଲପୁର,୯।୭(ବ୍ୟୁରୋ)-କରୋନା ସଂକ୍ରମଣକୁ ଦୃଷ୍ଟିରେ ସମ୍ବଲପୁର ଜିଲାକୁ ୨ ଦିନ ଶଟ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ଶଟ୍‌ଡାଉନ ହେବ। ଶଟଡାଉନ ସମୟରେ ଜରୁରୀକାଳିନ ସେବା ଅବ୍ୟାହତ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।