Posted inଜାତୀୟ

ସରକାର ଗଠନ ପରେ ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା)କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି ଏଥର ଛୋଟ ଛୋଟ ରାଜନୈତିକ ଦଳ ସହ ମେଣ୍ଟ କରିବ । ଭାଜପା ବେକାରୀ ଓ ମହଙ୍ଗା ମାଡ ଉପରେ ଆଲୋଚନା କରିବାକୁ କେବେବି ଚାହୁଁନି । ତେଣୁ ଜନତା ଏବେ ପରିବର୍ତ୍ତନ ଚାହିଁଲେଣି । ୨୦୨୨ ବିଧାନସଭା ନିର୍ବାଚନକୁ ସେ କହିଛନ୍ତି ଜନତା ପରିବର୍ତ୍ତନ ଚାହୁଁଛନ୍ତି । ଏହାକୁ ନଜରରେ ରଖି ସେମାନେ ମତଦାନ କରିବେ । ଅଖିଳେଶ କହିଛନ୍ତି ମୋତେ ଲାଗୁଛି ଯେବେଠାରୁ ଉତ୍ତର ପ୍ରଦେଶରେ ଭାଜପା ସରକାର ଗଠନ କଲାଣି ତେବେଠାରୁ ସେ ତା’ର ସଂକଳ୍ପ କଥା ଭୁଲି ଯାଇଛି । ହୁଏତ ସେ ତା’ର ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି । ନିକଟରେ ପଞ୍ଚାୟତ ନିର୍ବାଚନରେ ଭାଜପା ହେରାଫେରି କରିବାକୁ ଚେଷ୍ଟା କରିଥିଲେ ବି ଏଥିରେ ସେ ସଫଳ ହୋଇ ନାହିଁ ବୋଲି ଅଖିଳେଶ କହିଛନ୍ତି । ତେଣୁ ଆଗକୁ ବି ଭାଜପା ପରାଜୟ ସ୍ୱିକାର କରିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନୁହେଁ: ଜୟରାମ ରମେଶ…

ନୂଆଦିଲ୍ଲୀ,୭।୧ : ହରିୟାଣାର ପାନିପତରୁ କଂଗ୍ରେସର ଭାରତ ଯୋଡା ଯାତ୍ରା ଶନିବାର ସକାଳେ କର୍ନଲ ଜିଲ୍ଲାରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର...

ଅର୍ଣ୍ଣବଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌କୁ ନେଇ ଝଡ଼

ନୂଆଦିଲ୍ଲୀ, ୧୮।୧: ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟେଲିଭିଜନ ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା...

ଅମାନିଆଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାସ୍କ୍‌ ନ ପିନ୍ଧିଲେ କରୋନା କେନ୍ଦ୍ରରେ ୧୫ ଦିନ ମାରିବାକୁ ପଡ଼ିବ ଝାଡୁ

ସୁରଟ,୨।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମାତ୍ର ଏହାକୁ ଅମାନିଆମାନେ ଉଲ୍ଲଂଘନ...

ସୀମା ଉପରେ ରହିଛି କଡ଼ା ନଜର, ସୂଚନା ଦେଲା ବିଏସ୍‌ଏଫ୍‌…

ଶ୍ରୀନଗର,୧୩।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ ପରେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ କଡ଼ା ନଜର ରଖାଯାଇଛି। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତରେ...

ଜୁନରେ ଆସିବ ଚର୍ତୃଥ ଲହର: ସତର୍କ କଲା ଆଇଆଇଟି କାନପୁର

ନୂଆଦିଲ୍ଲୀ,୧୫।୪: ଦେଶରେ ପୁଣି ଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ଗତ...

ଦେଶର ୧୧ଟି ସହରରେ କରୋନା ସଂକ୍ରମଣ ଚିନ୍ତା ଜନକ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌...

ପଞ୍ଜାବର ୧୩୦୪-ଉତ୍ତରପ୍ରଦେଶର ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ, ମତଦାନ ଜାରି…

ଲକ୍ଷ୍ନୌ/ଚଣ୍ଡିଗଡ଼,୨୦।୨ : ରବିବାର ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟର ୨.୧୪ କୋଟି ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବା...

ମହାରାଷ୍ଟ୍ରରେ ପାଣି ପାଇଁ ହାହାକାର:ମରାଠାଓ୍ବାଡାରେ ଜଳସ୍ତର ୦.୭ ପ୍ରତିଶତ

ମୁମ୍ବାଇ,୪।୬: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ବେଳେ ମହାରାଷ୍ଟ୍ରରେ ଭୀଷଣ ଗରମ ବଢ଼ିବା ସହିତ ଜଳସଙ୍କଟ ଦେଖାଦେଇଛି। ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳର ନଦୀମାନଙ୍କରେ...

Advertisement
Archives

Model This Week