ଭାଇଜାନଙ୍କୁ ସାଲ୍ୟୁଟ କଲେ ମେଗାଷ୍ଟାର ଚିରଞ୍ଜିବ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜିବଙ୍କ ଫିଲ୍ମ ‘ଗଡ ଫାଦର’ରେ ବଲିଉଡ ଭାଇଜାନ ସଲମାନ ଖାଁ ବି ନଜର ଆସିବେ । ଏହି ଫିଲ୍ମରେ ସଲମାନ କେମିଓ ଭୂମିକାରେ ନଜର ଆସିବେ ଓ ଚିରଞ୍ଜିବଙ୍କ କ୍ରାଇମ ପାର୍ଟନର ଭୂମିକାରେ ଦେଖାଦେବେ । ନିକଟରେ ଗଡଫାଦରର ଗୀତ ‘ଥାର ମାର ଥାକର ମାର’ ରିଲିଜ ହୋଇଥିଲା । ଯେଉଁଥିରେ ଚିରଞ୍ଜିବଙ୍କ ସହ ସଲମାନ ଠୁମକା ଲଗାଉଥିବା ଦେଖାଯାଇଛି । ଏହାକୁ ଗାଇଛନ୍ତି ଶ୍ରେୟା ଘୋଷାଲ ।
ନିକଟରେ ସାଉଥର ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଚିରଞ୍ଜିବ କହିଛନ୍ତି ସଲମାନଙ୍କୁ ସାଲ୍ୟୁଟ । ଘଟଣା ହେଲା ଫିଲ୍ମ ‘ଗଡଫାଦର’ରେ ଅଭିନୟ ପାଇଁ ସଲମାନ କେତେ ଫିଜ ନେଇଥିବା ପ୍ରଶ୍ନରେ ଚିରଞ୍ଜିବ କହିଥିଲେ ଏଥିପାଇଁ ସଲମାନ ଟଙ୍କାଟିଏ ବି ନେଇ ନାହାନ୍ତି । କେବଳ ଦର୍ଶକଙ୍କ ଭଲପାଇବା ଯୋଗୁ ସେ ଏଥିରେ ଅଭିନୟ କରିଛନ୍ତି । ସଲମାନ ଭାଇ ଆମେ ଆପଣଙ୍କୁ ଭଲପାଉ ଆପଣଙ୍କୁ ସାଲ୍ୟୁଟ ।
ସୂଚନାଯୋଗ୍ୟ, ତାମିଲ ଫିଲ୍ମ ‘ଗଡଫାଦର’ ହେଉଛି ମାଲୟାଲମ ମୁଭି ‘ଲୁସିଫର’ର ରିମେକ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ମୋହନ । ଚିରଞ୍ଜିବଙ୍କ ସହ ଏହି ଫିଲ୍ମରେ ନୟନତାରା ଓ ସତ୍ୟଦେବ ବି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଦର୍ଶକେ ପଲିଟିକାଲ ଡ୍ରାମା ବି ଦେଖିବାକୁ ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri