ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌ ଖେଳି ୧୭ଟି ଚୌକା ସହାୟତାରେ ୧୩୨ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ଏପରିକି ରୋହିତ ଲର୍ଡସରେ ଶତକ ମାରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି।

ଅନ୍ୟପକ୍ଷେ ଅବସର ସମ୍ପର୍କିତ ଆଲୋଚନା ମଧ୍ୟରେ ହିଟମ୍ୟାନ ୧୫ଟି ଚୌକା ସାହାଯ୍ୟରେ ଶତକ ପୂରଣ କରି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି। ସେ ୮୪ ବଲରେ ୧୧ଟି ଚୌକା ଏବଂ ୪ଟି ଛକା ମାରି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ।

ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୮୭/୩ ରନ୍‌ କରିଛି। ମେନ ଇନ ବ୍ଲୁ ଏହି ଟାର୍ଗେଟକୁ ପିଛା କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମ ଇନିଂସ ପରେ, ଟିମ ଇଣ୍ଡିଆ ଜିତିବା ଅସମ୍ଭବ ମନେ ହେଉଥିଲା, କିନ୍ତୁ ରୋହିତଙ୍କ ଶତକ ମ୍ୟାଚ୍‌ ବିଜୟ ନେଇ ଆଶା ସଞ୍ଚାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାର ସଙ୍କଟ ଦୂର ପାଇଁ ସରକାର ନେଲେ ବଡ଼ ପଦକ୍ଷେପ, ଏଣିକି ୟୁରିଆ…

ଭୁବନେଶ୍ୱର,୨୦।୭: ରାଜ୍ୟରେ ସାର ସଂକଟ ଦୂର କରବା ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ…

ଅଧିକାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ: ବଦଳି ଆଦେଶ ନ ମାନିଲେ କାଲିଠୁ ଦରମା ବନ୍ଦ

ଭୁବନେଶ୍ୱର,୨୦।୭: ବଦଳି ଆଦେଶ ମାନୁ ନ ଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡ଼ା ଆଭିମୁଖ୍ୟ ଦେଖାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନ ଦେଲେ…

ହସ୍ପିଟାଲ ବେଡ୍‌ରୁ ବଡ଼ ନିଷ୍ପତ୍ତି ନେଲେ ସୋନମ ୱାଙ୍ଗଚୁକ, ଅନୁରୋଧ କରି କହିଲେ ଏମିତି…ସମସ୍ତେ ଆଶ୍ଚର୍ଯ୍ୟ

  ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ସରକାରୀ ହସ୍ପିଟାଲ ସଫଦରଜଙ୍ଗରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ହସ୍ପିଟାଲ ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ…

ଓଜନ ବଢ଼ିବାର କାରଣ କହିଲେ ବିଶେଷଜ୍ଞ, ଆବଶ୍ୟକତାଠାରୁ ଅଧିକ…

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ।…

ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କୁ ଧମକ ଦେଲେ ଦୁର୍ବୃତ୍ତ, କହିଲେ ଜୀବନରୁ…

ବଲାଙ୍ଗୀର,୨୦ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ବନମାଳ ଗାଁରେ ମୁଖ୍ୟମନ୍ତ୍ରୀ ବସ୍ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ଭିତରେ…

ଜବରଦସ୍ତ ଶତକ ପରେ ଲୁଚିଛପି ଟ୍ରେନ୍‌ରେ କୁଆଡ଼େ ପଳାଇଲେ ରୋହିତ ଶର୍ମା: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଲଣ୍ଡନ,୨୦।୭: ଯଦିଓ ରୋହିତ ଶର୍ମାଙ୍କ ଶତକ ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ପାଇଁ ବିଜୟ ସୁନିଶ୍ଚିତ କରିପାରି ନ ଥିଲା, କିନ୍ତୁ ଖେଳାଳି ତାଙ୍କର ଚମତ୍କାର ବ୍ୟାଟିଂ…

ପୁରୀ ରଥଯାତ୍ରାରେ ଯୋଗ ଦେଇ ଫେରିଲେ ୧୬ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ

ଭଞ୍ଜନଗର,୨୦ା୭(ବାବୁଲା ପ୍ରଧାନ): ପୁରୀ ରଥଯାତ୍ରାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୧୧୦ ଜଣ ସ୍ବେଚ୍ଛାସେବୀ ଯୋଗଦେଇ ସଫେଇ ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେଥିମଧ୍ୟରୁ…

ପ୍ରଥମ ପ୍ରଚେଷ୍ଟାରେ NEETରେ ଚମକିଲେ ମୁକ୍ତେଶ୍ୱର, ୬୪୨ ନମ୍ବର ରଖି…

ଅମରପାଲି,୨୦ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା (ସୌରନଗର) ଗ୍ରାମର ମେଧାବୀ ଛାତ୍ର ମୁକ୍ତେଶ୍ୱର ନନ୍ଦ ଚଳିତ ବର୍ଷର ଏନ୍‌ଇଇଟି (NEET-UG) ପ୍ରବେଶିକା ପରୀକ୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri