Posted inଖେଳ

ମ୍ୟାଚ୍‌ ପୂର୍ବରୁ ରୋହିତଙ୍କ ରଣହୁଙ୍କାର: ଯୋଜନା ପ୍ରସ୍ତୁତ; ଆମେ ନ ଡ଼ରି…

ଦୁବାଇ,୨୭।୮: ରବିବାରଠାରୁ ଏସିଆ କପ୍‌ରେ ଭାରତ ନିଜର ଯାତ୍ରା ଆରମ୍ଭ କରିବ। ଭାରତ ପ୍ରଥମ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିବ। ପରସ୍ପର ପ୍ରତିନ୍ଦ୍ୱନ୍ଦ୍ୱୀ ଥିବା ଉଭୟ ଦଳର ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି। ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ମୁକାବିଲା ନିମନ୍ତେ ଦଳର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି।

ରୋହିତ କହିଛନ୍ତି, ଆମେ ନିଜର ଯୋଜନା ମୁତାବକ କାର୍ଯ୍ୟ କରିବୁ। ହେଲେ ସେଥିରେ କିଛି ନୂଆ ଜିନିଷ ଅଛି। ଯେଉଁଥିରେ ଆମେ ସଫଳ ବି ହୋଇପାରୁ ନଚେତ ବିଫଳ। ହେଲେ ଆମେ ଡରିବୁ ନାହିଁ ଏବଂ ଆମର ଯୋଜନା ଉପରେ କାମ କରିବୁ। ପିଚ୍‌ ଦେଖିଛୁ। ସେଥିରେ ବହୁତ ଘାସ ଅଛି। ଏମିତିରେ ଦେଖିବାକୁ ହେବ ଯେ ମ୍ୟାଚ୍‌ ଦିନ ପିଚ୍‌ କିଭଳି ରହୁଛି। ତଦନୁଯାୟୀ ଭାରତ ଏକାଦଶ ବଛାଯିବ। ଆମ ଟିମ୍‌ରେ ଜସପ୍ରିତ ବୁମ୍‌ରା ନାହାନ୍ତି, ତାଙ୍କ ପାଖରେ ଶାହିନ ମଧ୍ୟ ନାହାନ୍ତି। ଏଣୁ ଯାହାକୁ ସୁଯୋଗ ମିଳିବ ସେ ଭଲ କରିବାକୁ ଚେଷ୍ଟା କରିବେ।

ଏହାଛଡ଼ା ବିରାଟକୁ ନେଇ ଅଧିନାୟକ କହିଛନ୍ତି, କରୋନା ପରେ ବହୁତ କିଛି ବଦଳି ଯାଇଛି। ପ୍ରତିଟି ଖେଳାଳିକୁ ବାୟୋ ବବଲରେ ରହିବାକୁ ପଡ଼ୁଥିଲା। କୋହଲି ଏବେ ନେଟ୍ସରେ ଭଲ ଲାଗୁଥିଲେ। ସେ ବ୍ରେକ୍‌ ପରେ ଫେରିବା ପରେ ତାଙ୍କ ପାଖରେ ଫ୍ରେସନେସ୍‌ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସୋଲେଶନରୁ ମୁକ୍ତ ହେଲା ପାକିସ୍ତାନ ଦଳ

ଓ୍ବେଲିଂଟନ,୯।୧୨(ଏପି): ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଆଇସୋଲେଶନରୁ ମୁକ୍ତ କରାଯାଇଛି। ଫଳରେ ପାକିସ୍ତାନ ଖେଳାଳିମାନେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଟେଷ୍ଟ...

ଷ୍ଟାର୍କଙ୍କ ସ୍ବତନ୍ତ୍ର ରେକର୍ଡ

ଲଡର୍‌ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍‌ରେ...

ଆଫଗାନିସ୍ତାନର ସମସ୍ତ କ୍ରିକେଟ ଷ୍ଟାଡିୟମ ଦଖଲ କଲା ତାଲିବାନ: ଜାଣନ୍ତୁ କେଉଁଠି ଅଛନ୍ତି ଦେଶର ଖେଳାଳି !

କାବୁଲ,୧୭।୮: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିଛି। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାଇବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି। ଏପରି ସ୍ଥିତିରେ ଆଫଗାନିସ୍ତାନରେ...

ରାଇନାଙ୍କ ଦ୍ୱିଶତକ

ନୂଆଦିଲ୍ଲୀ,୧।୫ : ଚିନ୍ନା ଥାଲା ଭାବେ ଜଣାଶୁଣା ସୁରେଶ ରାଇନା ଆଇପିଏଲରେ ଖେଳିଛନ୍ତି ୨୦୦ତମ ମ୍ୟାଚ୍‌। ଶନିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ହାଲେପ୍‌, ଭିଟୋଲିନା ବିଜୟୀ

ପ୍ୟାରିସ୍‌,୩।୧୦(ଏପି): ପ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟପ୍‌ ସିଡ୍‌ ତଥା ଟାଇଟଲ ଫେଭରାଇଟ୍‌ ରୋମାନିଆର ସିମୋନା ହାଲେପ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ...

ଟ୍ରେସ୍କୋଥିକ୍‌ ଇଂଲଣ୍ଡର ନୂଆ ବ୍ୟାଟିଂ କୋଚ୍‌

ଲଣ୍ଡନ,୨ା୩(ପି.ଟି.)-ସୋମବାର ଇଂଲଣ୍ଡ ପୂର୍ବତନ ଓପନର ମାର୍କସ ଟ୍ରେସ୍କୋଥିକ୍‌ଙ୍କୁ ଜାତୀୟ କ୍ରିକେଟ ଦଳର ନୂଆ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏହାଛଡ଼ା ଜନ୍‌ ଲିଓ୍ବିସ ଓ...

ସଚିନ କ୍ରିକେଟ୍‌ରୁ ସନ୍ୟାସ ନେବା ଦିନ କାନ୍ଦି ପକାଇଥିଲେ ଏହି ଦୁଇ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବା ସମଗ୍ର ବିଶ୍ୱ ଖେଳ ଜଗତକୁ ଚକିତ କରିଥିଲା। ଏହି ଦିନ ସଚିନ୍‌ଙ୍କ କଥା ଶୁଣି କାନ୍ଦି ପକାଇଥିଲେ ଓ୍ବେଷ୍ଟଇଣ୍ଡିଜ୍‌...

୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି: ଜୟସ୍ବାଲଙ୍କ ଶତକ: ଭାରତ ଏ’ ବିଜୟୀ

ହାଇଦ୍ରାବାଦ,୧୬।୧୧(ପି.ଟି.)- ଓପନର ଯଶସ୍ବୀ ଜୟସୁଆଲଙ୍କ ଦମ୍‌ଦାର ଶତକ ସହାୟତାରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ଭାରତ ଏ’ ୭ ଉଇକେଟରେ ଭାରତ...

Advertisement
Archives

Model This Week