ରୀତା, ବାସନ୍ତିଙ୍କୁ ପ୍ରଥମ ମନ୍ତ୍ରୀ ସୁଯୋଗ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବିଜେଡି ସରକାରଙ୍କ ୫ମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳରେ ମୋଟ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ମହିଳାଙ୍କୁ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବା ବେଳେ ୨ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି। ବରିଷ୍ଠ ବିଧାୟିକା ଉଷା ଦେବୀ, ପ୍ରମିଳା ମଲ୍ଲିକ ଏବଂ ଟୁକୁନି ସାହୁଙ୍କୁ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଦାୟିତ୍ୱ ମିଳିଛି। ୨୦୧୯ରେ ଟୁକୁନି ସାହୁ ମନ୍ତ୍ରୀ ଥିବାବେଳେ ତାଙ୍କୁ ପୁଣିଥରେ ଦାୟିତ୍ୱ ମିଳିଛି। ରୀତା ସାହୁ ଏବଂ ବାସନ୍ତି ହେମ୍ବ୍ରମ୍‌ଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ରୀତା ଏବଂ ବାସନ୍ତିଙ୍କୁ ନୂଆକରି ମନ୍ତ୍ରୀ କରାଯାଇଛି। ଉଷା ଦେବୀ ଏବଂ ପ୍ରମିଳା ମଲ୍ଲିକ ପୂର୍ବରୁ ମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: ଆଜି ଗୋପାଳଙ୍କ ହେବ ନାର୍କୋ ଟେଷ୍ଟ

ବ୍ରଜରାଜନଗର,୧୦।୨(ଡି.ଏନ.ଏ.): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କର ଶୁକ୍ରବାର ନାର୍କୋ ଟେଷ୍ଟ ହେବ। ଏଥିପାଇଁ ଗୋପାଳଙ୍କୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି। ଟେଷ୍ଟ...

‘ନିର୍ଦ୍ଧାରିତ ସମୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଅର୍ଥ ଦିଅ’

ଭୁବନେଶ୍ୱର,୨୩ା୮(ବ୍ୟୁରୋ):ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଓଡ଼ିଶା ସରକାର ଶ୍ରମିକମାନଙ୍କୁ ଠିକ୍‌ ସମୟରେ ଶତପ୍ରତିଶତ ମଜୁରି ପ୍ରଦାନ କରୁଛନ୍ତି। ଲୋକଙ୍କ ହାତକୁ ଅଧିକ...

ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ/: ୧୮।୩(ବ୍ୟୁରୋ): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ...

ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ହେବ ନବକଳେବର

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର ନବକଳେବର କରାଯିବ। ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ। ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା...

ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି: ନବୀନ

ଭୁବନେଶ୍ୱର୧୬,ା୯(ବ୍ୟୁରୋ):ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ-୨୦୨୨ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁମ୍ବାଇରେ...

ବାପାଙ୍କୁ ନୂଆ ଜୀବନ ଦେଲା ପୁଅ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ସମ୍‌ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ...

ଲାଞ୍ଚ ନେଇ ଭିଜିଲାନ୍ସର ଜାଲରେ ଲାଇନ୍‌ମ୍ୟାନ୍‌

ଫୁଲବାଣୀ ଅଫିସ/ଟିକାବାଲି,୧୮।୧୧: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ବିଦ୍ୟୁତ ବିଭାଗର କର୍ମଚାରୀ କାଳୁ ଚରଣ ପଲେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ବିଦ୍ୟୁତ୍‌...

‘ନୂଆ ଉନ୍ନତ ଅଭିଳାଷ ଓଡ଼ିଶା’ ଯୋଜନାକୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୧୨ା୮(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ସମୟ ପାଖେଇ ଆସୁଥିବା ବେଳେ ଯୁବ ଭୋଟରଙ୍କ ଉପରେ ବିଜେଡି ଫୋକସ୍‌ କରୁଥିବା ବିରୋଧୀ ଅଭିଯୋଗ...

Advertisement
Archives

Model This Week