Posted inଖେଳ

ପନ୍ତଙ୍କୁ ସ୍ବତନ୍ତ୍ର ପୁରସ୍କାର

ଦୁବାଇ, ୮ା୨- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୋମବାର ପ୍ରଥମ ଖେଳାଳି ଭାବେ ଚଳିତ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ସମ୍ମାନ ପାଇଛନ୍ତି। ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ ଯୋଗୁ ତାଙ୍କୁ ମିଳିଛି ଏହି ପୁରସ୍କାର। ବ୍ରିସବେନଠାରେ ୮୯ ଓ ସିଡ୍‌ନୀ ତଥା ଅନ୍ତିମ ଟେଷ୍ଟରେ ପନ୍ତଙ୍କ ୯୭ ରନ୍‌ର ଇନିଂସ କାରଣରୁ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ।

ଉଦ୍‌ଘାଟନୀ ପୁରସ୍କାର ପାଇବା ପରେ ପନ୍ତ କହିଛନ୍ତି, ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ପାଇଁ ଦଳୀୟ ବିଜୟରେ ଯୋଗଦାନ କରିବା ସବୁଠୁ ବଡ଼ ପୁରସ୍କାର। କିନ୍ତୁ ଆଇସିସିର ଏଭଳି ପଦକ୍ଷେପ ଯୁବ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। ମୁଁ ଏହି ପୁରସ୍କାର ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିଥିବା ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଉତ୍ସର୍ଗ କରୁଛି। ମୋତେ ଭୋଟ ଦେଇଥିବା ଫ୍ୟାନ୍ସଙ୍କୁ ଧନ୍ୟବାଦ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେବୃୟାରୀ ୭ରେ ହୋଇପାରେ ମେଗା ଆଇପିଏଲ୍‌ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ଫେବୃୟାରୀ ୭ ଓ ୮ ତାରିଖ ବେଙ୍ଗାଲୁରୁଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମେଗା ଅକ୍‌ଶନ ହୋଇପାରେ। ଏ ନେଇ ଭାରତୀୟ କ୍ରିକେଟ...

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୪ା୧୨:କରୋନା ଯୋଗୁ ଗତ ୯ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ବୁଧବାର ଖୋଲିଛି। ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ଫଳରେ ଦୀର୍ଘ...

ଘରୁ ୩ ମାସ ବାହାରି ପାରିବେନି ଫୁଟ୍‌ବଲର

ବେଲ୍‌ଗ୍ରେଡ୍‌ (ସର୍ବିୟା), ୬ା୪ (ଏପି)- ମହାମାରୀ କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି ଜାରି ହୋଇଥିବା କର୍ଫ୍ୟୁ ଅମାନ୍ୟ କରିବା ଅଭିଯୋଗରେ ସର୍ବୀୟ ଫୁଟ୍‌ବଲ ଖେଳାଳି...

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୯: ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା ହୋଇଛି। ଏହାପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର...

ମିଛ କହି ଟ୍ରୋଲ ହେଲେ ଆଫ୍ରିଦି: ଲୋକେ ପଚାରିଲେ ‘ସତ କୁହ ବୟସ କେତେ’

ନୂଆଦିଲ୍ଲୀ,୧।୩: ସୋମବାର ପାକିସ୍ତାନର ପୂର୍ବ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦିଙ୍କ ଜନ୍ମଦିନ। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ କ୍ରିକେଟର ତାଙ୍କୁ ଧନ୍ୟବାଦ ଜଣାଇ...

୨୭ ଛକା ସହ ୩୪୮ ରନ୍‌ କରିଥିବା ଖେଳାଳିଙ୍କୁ ଓଭାଲ ଟେଷ୍ଟରେ ମିଳିପାରେ ସୁଯୋଗ

ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଛି। ଖେଳର ଚତୁର୍ଥ ଦିନରେ ଗୋଟିଏ ଇନିଂସ ଏବଂ ୭୬ ରନ୍‌ରେ ମ୍ୟାଚ ଜିତିବା ପରେ...

କର ବା ମର ମ୍ୟାଚ୍‌: ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ୨୮ତମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ...

ଭାରତ ବିଶ୍ୱକପ୍‌ ଜିତିବା ନିଶ୍ଚିତ: କପିଲ ଦେବ

ନୂଆଦିଲ୍ଲୀ,୧୮।୯: ଏଥର ଭାରତରେ ବିଶ୍ୱକପ୍‌ ୨୦୨୩ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟ ୫ ଅକ୍ଟୋବରରୁ ଆରମ୍ଭ ହେଉଥିବା ବେଳେ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଅହମ୍ମଦାବାଦର...

Advertisement
Archives

Model This Week