Posted inଖେଳ

ଆର୍‌ସିବିକୁ ଜିତାଇ ଦେଇଥାନ୍ତେ କାର୍ତ୍ତିକ! କ୍ୟାଚ୍‌ ଧରି ଏଭଳି ସେଲିବ୍ରେଶନ କରିଥିଲେ ଜାଡେଜା

ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍‌ରେ ଟ୍ରାକ୍‌କୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦଳ ସିଜନର ପ୍ରଥମ ବିଜୟ ନିଜ ନାମରେ କରିଛି। ପ୍ରଥମେ ଉଲ୍ଲେଖନୀୟ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଥିଲା ସିଏସ୍‌କେ। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୩ ରନ୍‌ ସ୍କୋର କରିପାରିଥିଲା।

ସିଏସ୍‌କେ ସହ ଆର୍‌ସିବିର ଏହି ମ୍ୟାଚ୍‌ଟି ଅନେକ ଦୃଷ୍ଟିରୁ ବେଶ ରୋମାଞ୍ଚକର ଥିଲା। ଏକ ସମୟରେ ଆର୍‌ସିବି ଗୋଟିଏ ପରେ ଗୋଟିଏ ଉଇକେଟ ହରାଉଥିବା ବେଳେ ଦୀନେଶ କାର୍ତ୍ତିକ ଆକ୍ରମକ ବ୍ୟାଟିଂ କରିଥିଲେ। ସେତେବେଳେ ଆର୍‌ସିବିକୁ ୩୬ ବଲ୍‌ରେ ୮୬ ରନ୍‌ର ଆବଶ୍ୟକତା ରହିଥିଲା। କାର୍ତ୍ତିକ ୩ ବଲ୍‌ରେ ୬ ରନ୍‌ କରି ଖେଳୁଥିଲେ। ହେଲେ ଚାପରେ ଥାଇ ବି ସେ ଏଭଳି ବ୍ୟାଟିଂ କରିଥିଲେ ଯେ ଆର୍‌ସିବି ସହଜ ବିଜୟ ହାସଲ କରିବା ଭଳି ମନେ ହୋଇଥିଲା।

ଦ୍ରୁତ ବୋଲର୍‌ ମୁକେଶ ଚୌଧୁରୀଙ୍କ ଓଭରରେ ଦୁଇ ଛକା ଏବଂ ଗୋଟିଏ ଚୌକା ମାରି ୨୩ ରନ୍‌ କରିଥିଲେ କାର୍ତ୍ତିକ। ହେଲେ ପରବର୍ତ୍ତି ଓଭରରେ ରବିନ୍ଦ୍ର ଜାଡେଜା ଏକ ଜବରଦସ୍ତ କ୍ୟାଚ୍‌ ଧରିଥିଲେ। ବ୍ରାଭୋଙ୍କ ଓଭରର ଦ୍ୱିତୀୟ ବଲ୍‌ରେ କାର୍ତ୍ତିକଙ୍କ ଉଇକେଟ ଯାଇଥିଲା। ବାଉଣ୍ଡ୍ରି ନିକଟରେ ଜାଡେଜା ତାଙ୍କର କ୍ୟାଚ୍‌କୁ ଧରି ନେଇ ସେଲିବ୍ରେଶନ କରିଥିଲେ। ସେ ପଡ଼ିଆରେ କିଛି କ୍ଷଣ ଶୋଇଯାଇଥିଲେ। ଏହାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌: କେମିତି ଜୀବନ ବଞ୍ଚାଇବାକୁ ତଣ୍ଟି ଧରି ଦୌଡୁଛନ୍ତି ସତ୍ୟ, ପଛରେ…

ଭୁବନେଶ୍ୱର,୧୦।୨: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟା ମାମଲରେ CCTV ସତ। ସିସିଟିଭିରେ କଏଦ୍‌ ହୋଇଛି ସତ୍ୟଙ୍କ ମଡର ମିଷ୍ଟ୍ରି। ବେକ କଟିଯିବା ପରେ ସିସିଟିଭିରେ ସତ୍ୟବ୍ରତ ଦୌଡ଼ି…

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା: ବଡ଼ ନିଷ୍ପତ୍ତି ନେଲେ ନିଶା, କୋର୍ଟରେ କରିବେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ଧର୍ମଘଟକୁ ମଧ୍ୟାହ୍ନଭୋଜନ ପାଚିକା, ସହାୟିକାଙ୍କ ସମର୍ଥନ

ଭୁବନେଶ୍ୱର,୧୦ା୨: ଆସନ୍ତା ୧୨ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ପରିବର୍ତ୍ତନକୁ ବିରୋଧ କରିବା ସହ ଶ୍ରମିକ ବିରୋଧୀ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri