ନୀତା ଅମ୍ବାନୀଙ୍କ ଏହି କଥା ରଖିଲେ ଭାବି ସାନ ବୋହୂ ରାଧିକା

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଭାବି ସାନ ବୋହୂ ରାଧିକା ମର୍ଚେଣ୍ଟ ଯେତେବେଳେ ବି ଯାହା ପିନ୍ଧନ୍ତି ଭାରି ସୁନ୍ଦର ଦେଖାଯାଆନ୍ତି। କିନ୍ତୁ ପାରମ୍ପରିକ ପୋଷାକ କ୍ଷେତ୍ରରେ ସେ ସବୁବେଳେ ଭାବି ଶାଶୁ ନୀତାଙ୍କ ପରାମର୍ଶ ଗ୍ରହଣ କରିଥାନ୍ତି। ତେବେ ନୀତା ଶାଢ଼ି ପିନ୍ଧିବାକୁ ବେଶି ପସନ୍ଦ କରନ୍ତି। ଏଥିସହ ତାଙ୍କ ବୋହୂ ଏବଂ ଝିଅ କ’ଣ ପିନ୍ଧୁଛନ୍ତି ତାହା ଉପରେ ମଧ୍ୟ ସେ ଧ୍ୟାନ ଦେବା ସହ ନିଜର ଉପଦେଶ ଦେଇଥାନ୍ତି। ନୀତାଙ୍କ ଉପଦେଶକୁ କେହି ଅବମାନନା ମଧ୍ୟ କରି ନ ଥାନ୍ତି।
ତେବେ ନୀତାଙ୍କ ଭାବି ସାନ ବୋହୂ ରାଧିକା ପାଶ୍ଚାତ୍ୟ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଏକଦା ଶାଶୁଙ୍କ କଥାରେ ରାଜି ହୋଇ ସେ ଶାଢ଼ି ପିନ୍ଧିଥିଲେ। ନୀତା ରାଧିକାଙ୍କୁ ଅନେକ ଶାଢ଼ି ଏବଂ ଲେହେଙ୍ଗା ଉପହାର ରୂପେ ଦେଇଛନ୍ତି। ଅମ୍ବାନୀ ପରିବାରରେ ହେଉଥିବା ଅନେକ ସମାରୋହରେ ରାଧିକାଙ୍କୁ ଶାଢ଼ି ଏବଂ ଲେହେଙ୍ଗାରେ ମଧ୍ୟ ଦେଖିବାକୁ ମିଳିଥାଏ॥
ଅରମାନ ଜୈନ୍‌- ଅନିଶା ମଲହୋତ୍ରାଙ୍କ ରିସପଶନ ପାର୍ଟିରେ ନୀତାଙ୍କ ସହ ତାଙ୍କ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଧିକାଙ୍କ ଷ୍ଟାଇଲ ଦେଖି ସମସ୍ତେ ପାଗଳପ୍ରାୟ ହୋଇଯାଇଥିଲେ। ରାଧିକା ଏକ ନେଟ୍‌ ଶାଢ଼ି ପାନ୍ଧିଥିବା ବେଳେ ବହୁତ ସୁନ୍ଦର ଦେଖାଯାଉଥିଲେ। ସବୁଠାରୁ ଖାସ୍‌ କଥା ହେଲା ତାଙ୍କର ଏହି ଲୁକ୍‌ ଜଣେ ନୂଆ ବୋହୂ ପରି ଲାଗୁଥିଲା। ଏହି ଶାଢ଼ି ତାଙ୍କୁ ଭାବି ଶାଶୁ ନୀତା ଉପହାର ରୂପେ ଦେଇଥିଲେ।
ରାଧିକାଙ୍କ ଏହି ଶାଢ଼ିକୁ ଲୋକପ୍ରିୟ ଡିଜାଇନର ସବ୍ୟସାଚୀ ଡିଜାଇନ କରିଥିଲେ। ଏହି ଶାଢ଼ି ସହ ସେ ଫ୍ଲୋରଲ ବୋଟକଟ୍‌ ବ୍ଲାଉଜ୍‌ ପିନ୍ଧିଥିଲେ। ସେ ହୀରାର ହାର ଏବଂ ମେଚିଂ କାନ ଫୁଲ ପିନ୍ଧି ସମସ୍ତଙ୍କ ମନ ମୋହିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri