Posted inଫୁରସତ

ଲାଲୁଙ୍କଠାରୁ ୧୧ ବର୍ଷ ସାନ ରାବିଡି ଦେବୀ, ବିବାହର ବର୍ଷେ ପରେ ଦେଖିଥିଲେ ପରସ୍ପରର ମୁହଁ

ଦେଶ ଏବଂ ବିହାର ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବିହାରର ପ୍ରଥମ ରାଜନୈତିକ ପରିବାର କୁହାଯାଏ। ଏହି ଶିଖରରେ ପହଞ୍ଚିବା ପାଇଁ ଲାଲୁଙ୍କୁ ଖବ୍‌ ପରିଶ୍ରମ କରିବାକୁ ପଡିଥିଲା। ୧୯୭୩ ଜୁନ୍‌ ୧ରେ ୧୧ ବର୍ଷ ସାନ ରାବିଡି ଦେବୀଙ୍କୁ ବିବାହ କରିଥିଲେ ଲାଲୁ। ଏହି ବିବାହ ମଧ୍ୟ ବେଶ୍‌ ରୋଚକ ଥିଲା। ବିବାହରର ଏକ ବର୍ଷ ପରେ ଉଭୟ ପରସ୍ପରକୁ ଦେଖିଥିଲେ।
ରାବିଡି ଦେବୀ ଚୌଧୁରୀ ପରିବାରର ଥିଲେ। ଯାହାର ପ୍ରବଳ ଜମି ଏବଂ ସମ୍ପତ୍ତି ଥିଲା। ସେ ସମୟରେ ଲାଲୁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। କିନ୍ତୁ ରାବିଡିଙ୍କ ପିତା ଶିବ ପ୍ରସାଦ ଚୌଧୁରୀ ଚାହଁୁଥିଲେ ତାଙ୍କ ଝିଅର ବିବାହ ଏକ ପାଠପଢୁଆ ପୁଅ ସହ ହେଉ। ସେ ଲାଲୁଙ୍କ ପ୍ରତିଭାରେ ପ୍ରଭାବିତ ଥିଲେ। ପରେ ଲାଲୁ-ରାବିଡିଙ୍କ ବିବାହ ସ୍ଥିର ହୋଇଥିଲା। ବିବାହବେଳେ ଲାଲଙ୍କୁ ବୟସ ୨୫ ଥିବାବେଳେ ରାବିଡିଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା।
ଲାଲୁଙ୍କ ଆତ୍ମକଥା ‘From Gopalganj to Raisina’ ମୁତାବକ ୧୯୯୩ରେ ସେମାନଙ୍କ ବିବାହ ହୋଇଥିଲା। ଏହାର ବର୍ଷେ ପରେ ରାବିଡି ବଡ ହୋଇଥିଲେ। ନିଜ ଆତ୍ମକଥା ଲାଲୁ କହିଥିଲେ, ବିବାହ ବେଳେ ମୁଁ ରାବିଡିଙ୍କୁ ଦେଖି ନ ଥିଲି। ବଡ ହୋଇ ରାବିଡି ଘରକୁ ଆସିବା ପରେ ହିଁ ତାଙ୍କ ମୁହଁ ଦେଖିଥିଲି ବୋଲି ସେ କହିଥିଲେ।
ପ୍ରଥମେ ଲାଲୁଙ୍କ ଘରେ ପାଦ ଦେବା କ୍ଷଣି ଚାଳ ଛପର ଘର ଦେଖି ଖୁବ୍‌ ଡରି ଯାଇଥିଲେ ରାବିଡି ଦେବୀ। ବର୍ଷ ଥିଦେ ତାଙ୍କ ଘର ପାଣିରେ ଭାସୁଥିଲା। ତଥାପି ରାବିଡି ଧୀରେ ଧୀରେ ପରିସ୍ଥିତି ସହ ଖାପ ଖୁଆଇ ଚଳିଥିଲେ। ରାବିଡିଙ୍କ ପାଇଁ ଏତେ ସଫଳତା ପାଇଥିବା ଲାଲୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri