ପାଟନାରେ ହେବ ପୁଷ୍ପା-୨ର ଗ୍ରାଣ୍ଡ ଟ୍ରେଲର ଲଞ୍ଚ, ବିହାରକୁ କାହିଁକି ବାଛିଲେ ଅଲ୍ଲୁ ଅର୍ଜୁନ

ପାଟନା,୧୭।୧୧: ଦକ୍ଷିଣର ଲୋକପ୍ରିୟ ତାରକା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨: ଦି ରୁଲ୍‌’ର ଟ୍ରେଲର ରବିବାର ବିହାରର ରାଜଧାନୀ ପାଟନାରେ ଲଞ୍ଚ ହୋଇଛିି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଚାଲିଛି। ଅଲ୍ଲୁ ନିଜେ X ରେ ଏକ ପୋଷ୍ଟ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ଏହି ଟ୍ରେଲର ଲଞ୍ଚ ପାଇଁ ଅଲ୍ଲୁ, ରଶ୍ମିକା ମନ୍ଦନା ଓ ଫିଲ୍ମର ପୁରା ଟିମ୍‌ ସହ ପାଟନାରେ ପହଞ୍ଚିବେ। ଏହି ଟ୍ରେଲରଟି ଗାନ୍ଧୀ ମଇଦାନରେ ରାତି ୬.୦୩ ରେ ଲଞ୍ଚ ହେବ।

 

View this post on Instagram

 

A post shared by Mythri Movie Makers (@mythriofficial)

ତେବେ ଏବେ ସବୁଠି ଚର୍ଚ୍ଚା ହେଉଛି କି ଦିଲ୍ଲୀ, ମୁମ୍ବାଇ ପରି ସ୍ଥାନ ନ ବାଛି ପୁଷ୍ଟା ଟିମ୍‌ ବିହାରକୁ କାହିଁକି ଟ୍ରେଲର ଲଞ୍ଚ ପାଇଁ ବାଛିଲେ। ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ ଏବଂ ଚେନ୍ନାଇ ଭଳି ବଡ ସହରରେ ବିଭିନ୍ନି ବଡ ଫିଲ୍ମର ଟ୍ରେଲର ଲଞ୍ଚ କରାଯାଉଛି। କିନ୍ତୁ ପୁଷ୍ପା ୨ ର ଟ୍ରେଲର ପାଟନାରେ ଲଞ୍ଚ କରାଯିବ। କୁହାଯାଉଛି, ଯେତେବେଳେ ପୁଷ୍ପା ପାର୍ଟ ୧ ରିଲିଜ ହୋଇଥିଲା, ଏହାର ହିନ୍ଦୀ ଡବ୍‌ ୧୦୦ କୋଟିରୁ ଅଧିକ ଆୟ କରିଥିଲା। ଏଥିରେ ବିହାର-ଝାଡଖଣ୍ଡର ଏକ ପ୍ରମୁଖ ଭୂମିକା ଥିଲା। ଏଭଳି ପରିସ୍ଥିତିରେ ଯେତେବେଳେ ଫିଲ୍ମର ଦ୍ୱିତୀୟ ଭାଗର ଟ୍ରେଲର ରିଲିଜ ହେଉଛି ସେତେବେଳେ ଫିଲ୍ମ ନିର୍ମାତାମାନେ ବିହାରକୁ ଅଣଦେଖା କରିବା ଠିକ ମନେ କଲେ ନାହିଁ।

ପାଟନାରେ ଏଭଳି ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାର ନିଷ୍ପତ୍ତି ସ୍ବତଃ ପ୍ରବୃତ୍ତ ନୁହେଁ। ୨୦୨୧ରେ ପୁଷ୍ପାର ବିପୁଳ ସଫଳତା ପରେ ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ପାନ୍‌-ଇଣ୍ଡିଆ ନାମରେ ପରିଚିତ ହେଲେ। ଅର୍ଥାତ୍‌ ପ୍ରଥମ ଥର ପାଇଁ ଏକ ତେଲଗୁ ଫିଲ୍ମ ସାରା ଭାରତରେ ବହୁଭାଷୀ ଭାଷାରେ ରିଲିଜ୍‌ ହୋଇଥିଲା। ଆଉ ଦର୍ଶକଙ୍କ ପାଖରେ ଆଦୃତ ଲାଭ କରିଥିଲା। ଏଥିରେ ଅଲ୍ଲୁ ଏତେ ଲୋକପ୍ରିୟତା ହାସଲ କଲେ ଯେ ସେ ଶ୍ରେଠେ ଅଭିନେତା ଭାବେ ଜାତୀୟ ପୁରସ୍କାର ଲାଭ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?