ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର,୫।୧୧: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ଓଡିଶା ଆସି ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜର ବାଦାମପାହା ରେଲୱେ
ରୁଟରେ ପ୍ରସ୍ତାବିତ ୩ ନୂଆ ଟ୍ରେନ ଲୋକାର୍ପିତ କରିବେ । ଟାଟାରୁ ରାଉରକେଲାକୁ ଯାଉଥିବା ଆଉ ଏକ ଟ୍ରେନକୁ ଲୋକାର୍ପିତ କରାଯିବ। ସୂଚନାଥାଉ କି, ଉକ୍ତ ଦିନ ରାଷ୍ଟ୍ରପତି ବାଦାମପାହା ରେଳଷ୍ଟେସନରୁ ରାଷ୍ଟ୍ରପତି ୩ଟି ଟ୍ରେନର ଶୁଭାରମ୍ଭ କରିବେ।

Share