ପ୍ଲିଜ ଗୁଳି କର ନାହିଁ : ଲାଇଭ ପ୍ରସାରଣ ସମୟରେ ଟିଭି ଷ୍ଟୁଡିଓରେ ପ୍ରବେଶ କଲେ ସଶସ୍ତ୍ର ଲୋକେ, ପରେ ଏପରି ଘଟିଲା…

କ୍ୱେଟା,୧୦।୧ : ଇକ୍ୟୁଏଡରରେ ଅବସ୍ଥା ବିଗିଡି ଯାଇଛି। ସେଠାରେ ମୁଖାପିନ୍ଧିଥିବା ସଶସ୍ତ୍ର ଲୋକେ ଏକ ଟେଲିଭିଜନ ଚ୍ୟାନେଲର ସେଟରେ ପ୍ରବେଶ କଲେ। ଲାଇଭ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ପ୍ରଦର୍ଶନ କରି ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏହା ଉପରେ ରାଷ୍ଟ୍ରପତି ଡାନିଏଲ ନୋବୋଆ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ ଘୋଷଣା କରାଯାଇଛି ଦେଶ ‘ଆଭ୍ୟନ୍ତରୀଣ ସଶସ୍ତ୍ର ସଂଘର୍ଷ’ରେ ପ୍ରବେଶ କରିଛି।

ବନ୍ଧୁକରେ ସଜ୍ଜିତ ଏବଂ ଡାଇନାମାଇଟ ସହ ବ୍ୟକ୍ତିମାନେ ଗୁଆୟାକିଲ ବନ୍ଦର ସହରର ଟିସି ଟେଲିଭିଜନର ଷ୍ଟୁଡିଓରେ ପଶି ପାଟି କରି ପାଟି କରିବାକୁ ଲାଗିଲେ। ବନ୍ଧୁକ ଶବ୍ଦ ମଧ୍ୟରେ ଜଣେ ମହିଳା କହୁଥିବାର ଶୁଣିବାକୁ ମିଳିଥିଲା ପ୍ଲିଜ ଗୁଳି କର ନାହିଁ। ଏହା ଏବେ ଭାଇରାଲ ହେବାରେ ଲାଗିଛି।

ଅନୁପ୍ରବେଶକାରୀମାନେ ଲୋକଙ୍କୁ ଭୂମିରେ ଶୋଇବାକୁ ବାଧ୍ୟ କରିଥିଲେ ଏବଂ ଷ୍ଟୁଡିଓ ଲାଇଟ ବନ୍ଦ ହେବା ପରେ ଲୋକେଯନ୍ତ୍ରଣାରେ ଚିତ୍କାର କରୁଥିବା ଶୁଣିବାକୁ ମିଳିଥିଲା । ତେବେ ସିଧା ପ୍ରସାରଣ ଜାରି ରହିଥିଲା। କୌଣସି ଷ୍ଟେଶନ କର୍ମଚାରୀ ଆହତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ଜଣେ ଟିସି କର୍ମଚାରୀ ହ୍ବାଟସଆପ ବାର୍ତ୍ତାରେ କହିଛନ୍ତି ମୁଖାଧାରୀ ଲୋକଙ୍କ କାର୍ଯ୍ୟ କଳାପ ପ୍ରସାରିତ ହେଉଛି। ସେମାନେ ଆମକୁ ମାରିବାକୁ ଆସିଛନ୍ତି। ଦୟାକରି ଭଗବାନ ଆମକୁ ବଞ୍ଚାନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri