Posted inଫୁରସତ

ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ୍‌ କଲେ ୩୦୦ ଲୋକ, କାରଣ ଜାଣିଲେ…

ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଉପାୟରେ ଫଟୋ ଶୁଟ୍‌ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଏପରି ନିଆରା ଉପାୟ ଅବଲମ୍ବନ କରିଛନ୍ତି। ବିନା ପୋଷାକରେ ଡେଡ୍‌ ସି’ ବା ମୃତ ସାଗର ନିକଟରେ ଫଟୋଶୁଟ୍‌ କରିଛନ୍ତି। ସମସ୍ତେ ଶରୀରକୁ ଧଳା ରଙ୍ଗରେ ପେଣ୍ଟିଂ କରିଛନ୍ତି।

ଏହି ସମସ୍ତ ସ୍ବେଚ୍ଛାସେବୀ ଫଟୋକୁ ଆମେରିକୀୟ ଫଟୋଗ୍ରାଫର ସ୍ପେନ୍ସର ଟ୍ୟୁନିକ୍‌ ନେଇଛନ୍ତି। ଫଟୋଶୁଟ୍‌ରେ କେବଳ ପୁରୁଷ ନୁହନ୍ତି, ଏଥିରେ ମହିଳା ବି ସାମିଲ ଅଛନ୍ତି। ଟ୍ୟୁନିକ୍‌ ବିଶ୍ୱର ଅନେକ ସ୍ଥାନରେ ଫଟୋ ନେଇଛନ୍ତି। ଯେଉଁଥିରେ ଫ୍ରାନ୍ସର ଓ୍ବାଇନ୍‌ କଣ୍ଟ୍ରି, ସୁଇସ୍‌ର ଗ୍ଲାସିୟର ଏବଂ ସାଉଥ୍‌ ଆଫ୍ରିକାର ତଟ ରହିଛି। କିନ୍ତୁ ଟ୍ୟୁନିକ୍‌ କହିଛନ୍ତି, ‘ଇସ୍ରାଏଲ ଯାତ୍ରା ମୋ ପାଇଁ ଏକ ବଡ଼ ଅନୁଭୂତି ହୋଇଛି। ମୁଁ ଏଠାରେ ଫଟୋ ଶୁଟ୍‌ କରି ବହୁତ ଖୁସି।

ଇସ୍ରାଏଲର ଆରଦ ସହର ବାହାରେ ଥିବା ମରୁଭୂମିରେ ଏକାଠି ହୋଇଥିଲେ। ତାଙ୍କ ଶରୀରରେ କୌଣସି କପଡ଼ା ନ ଥିଲା। ଏହି ଫଟୋ ଶୁଟ୍‌ ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ଯେଉଁଥିରେ ସ୍ବେଚ୍ଛାସେବୀମାନେ କ୍ୟାମେରା ସାମ୍ନାରେ ପୋଜ୍‌ ଦେଇଥିଲେ। ଆୟୋଜକମାନଙ୍କ ଇଚ୍ଛା କି ମୃତ ସମୁଦ୍ରର ସଂରକ୍ଷଣ ଗୁରୁତ୍ୱ ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ କରିବ।

ଇସ୍ରାଏଲର ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି, ତାଙ୍କର ଆଶା କଳାତ୍ମକ ସ୍ଥାପନା କ୍ଷେତ୍ରରେ ଆଗନ୍ତୁକଙ୍କୁ ଆକର୍ଷିତ କରିବ। କରୋନା ମହାମାରୀ ଯୋଗୁ ଇସ୍ରାଏଲକୁ ପର୍ଯ୍ୟଟକମାନଙ୍କ ଆସିବା ପ୍ରତି ରୋକ ଲାଗିଥିଲା। ଟିକାକରଣ ପରେ ଏବେ ଲୋକଙ୍କୁ ସ୍ବାଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri