ପେପ୍ଲମ୍‌ କୁର୍ତ୍ତା

କୁର୍ତ୍ତା ଏକ କମ୍ଫଟେବଲ ଆଉଟ୍‌ଫିଟ୍‌। ଖାସ୍‌କରି ପେପ୍ଲମ୍‌ କୁର୍ତ୍ତା ହେଉଛି ସେମିତି ଏକ କୁର୍ତ୍ତା, ଯାହା ଧୋତି ପ୍ୟାଣ୍ଟ ହେଉ କିମ୍ବା ପ୍ଲାଜୋ ଅବା ଓ୍ବାଇଡ୍‌-ଲେଗ୍‌ ପ୍ୟାଣ୍ଟ ଇତ୍ୟାଦି ସହ ପର୍‌ଫେକ୍ଟ ମ୍ୟାଚ୍‌ କରିଥାଏ। ସେହିପରି ଏ ଷ୍ଟାଇଲର କୁର୍ତ୍ତାକୁ କାଜୁଆଲ ଆଉଟିଂ ହେଉ ଅବା ପାର୍ଟି, ଫଙ୍କ୍‌ସନ କିମ୍ବା ଅଫିସ୍‌ ସବୁ କ୍ଷେତ୍ରରେ ପିନ୍ଧିହୁଏ। ସେମିତି କେତୋଟି ଷ୍ଟାଇଲିଶ୍‌ ଡିଜାଇନ୍‌ର ପେପ୍ଲମ୍‌ କୁର୍ତ୍ତା ସମ୍ପର୍କରେ…

ଏମ୍ବେଲିଶ୍ଡ ପେପ୍ଲମ୍‌ କୁର୍ତ୍ତା: ଯଦି ଆପଣ କୌଣସି ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥାନ୍ତି, ତା’ହେଲେ ଏ ଷ୍ଟାଇଲର ପେପ୍ଲମ୍‌ କୁର୍ତ୍ତାକୁ ଟ୍ରାଏ କରିପାରିବେ। ଆପଣ ଚାହିଁଲେ ଏହା ସହିତ ଦୁପଟ୍ଟା ମଧ୍ୟ କ୍ୟାରି କରିପାରିବେ।

ପୋଲ୍‌କା ଡଟ୍‌ ପେପ୍ଲମ୍‌ କୁର୍ତ୍ତା: ପୋଲ୍‌କା ଡଟ୍‌ ଥିବା ଯେକୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଫ୍ୟାଶନେବଲ ଲୁକ୍‌ ମିଳିଥାଏ। ଖାସ୍‌କରି ପୋଲ୍‌କା ଡଟ୍‌ ପେପ୍ଲମ୍‌ କୁର୍ତ୍ତା ସିମ୍ପଲ ଲୁକ୍‌କୁ ବି ଷ୍ଟାଇଲିଶ୍‌ କରିଦିଏ। ସେହିପରି ପ୍ଲାଜୋ ସହିତ ଏ ଷ୍ଟାଇଲ୍‌ର କୁର୍ତ୍ତା ପର୍‌ଫେକ୍ଟ ମ୍ୟାଚ୍‌ କରିଥାଏ।

ଫୁଲ୍‌ ସ୍ଲିଭସ୍‌ ପ୍ରିଣ୍ଟେଡ୍‌ ପେପ୍ଲମ୍‌ କୁର୍ତ୍ତା: ଆପଣଙ୍କର ଯଦି କାଜୁଆଲ ଲୁକ୍‌ ପସନ୍ଦ ତା’ହେଲେ ଧୋତି ପ୍ୟାଣ୍ଟ ସହିତ ଫୁଲ୍‌ ସ୍ଲିଭସ୍‌ ଥିବା ପ୍ରିଣ୍ଟେଡ୍‌ ପେପ୍ଲମ୍‌ କୁର୍ତ୍ତା ଟ୍ରାଏ କରନ୍ତୁ। ଦେଖିବେ ବେଶ୍‌ ମାନିବ। ତା’ସାଙ୍ଗକୁ ଯଦି ଆପଣ ହିଲ୍‌ ପିନ୍ଧିବେ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିବ।

ଏମ୍ବ୍ରୋଏଡ୍‌ ପେପ୍ଲମ୍‌ କୁର୍ତ୍ତା: କ୍ଲାସି ଲୁକ୍‌ ପାଇଁ ଏହି ଷ୍ଟାଇଲ୍‌ର କୁର୍ତ୍ତାକୁ ଟ୍ରାଏ କରିପାରିବେ। ଖାସ୍‌ କରି ପ୍ରିଣ୍ଟେଡ୍‌ ଲଙ୍ଗ୍‌ ସ୍କର୍ଟ ସହ ଏହି କୁର୍ତ୍ତାକୁ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଆଉଟିଂରେ ଗଲାବେଳେ ଏହି ଷ୍ଟାଇଲ୍‌କୁ ଫଲୋ କଲେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

ବର୍ଡର ଥିବା ପେପ୍ଲମ୍‌ କୁର୍ତ୍ତା: ବର୍ଡର ଥିବା କୁର୍ତ୍ତାର ଡିମାଣ୍ଡ ସବୁବେଳେ ରହିଆସିଛି। ବିଶେଷକରି ବର୍ଡର ପେପ୍ଲମ୍‌ କୁର୍ତ୍ତା ସହ ପଟିଆଲା ପ୍ୟାଣ୍ଟକୁ ମ୍ୟାଚ୍‌କରି ପିନ୍ଧିଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ।

ହେଭି ଓ୍ବାର୍କ ବାଲା ପେପ୍ଲମ୍‌ କୁର୍ତ୍ତା: ପାର୍ଟି, ଫଙ୍କ୍‌ସନ ପାଇଁ ଓ୍ବାର୍କ ବାଲା ପେପ୍ଲମ୍‌ କୁର୍ତ୍ତା ଟ୍ରାଏ କରନ୍ତୁ, ଦେଖିବେ ସୁନ୍ଦର ଲାଗିବ। ଏ ଷ୍ଟାଇଲ୍‌ର କୁର୍ତ୍ତା ସହ ପ୍ଲେନ୍‌ ପ୍ୟାଣ୍ଟ ହିଁ ଭଲ ମାନିଥାଏ।

ନେଟ୍‌ କାମବାଲା ପେପ୍ଲମ୍‌ କୁର୍ତ୍ତା: ଏବେ ମାର୍କେଟ୍‌ର ନେଟ୍‌ କାମ ବାଲା ପେପ୍ଲମ୍‌ କୁର୍ତ୍ତା ସହ ମ୍ୟାଚିଂ କରି ନେଟ୍‌ କାମ ବାଲା ପ୍ଲେନ୍‌ ପ୍ୟାଣ୍ଟ ବି ମିଳୁଛି। ତା’ସାଙ୍ଗକୁ ଏଥିରେ ମ୍ୟାଚିଂ ଦୁପଟ୍ଟା ମଧ୍ୟ ରହୁଛି। ଏହା ଦେଖିବାକୁ ଯେତିକି ଆକର୍ଷଣୀୟ ଲାଗିଥାଏ ପିନ୍ଧିବାରେ ମଧ୍ୟ ସେତିକି କମ୍ଫଟେବଲ ଲାଗେ। ଏହାକୁ ପାର୍ଟି, ଫଙ୍କ୍‌ସନକୁ ମଧ୍ୟ ପିନ୍ଧିକି ଯାଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri