ଆଜିଠୁ ଗଡିବ ହରିଦାସପୁର- ପାରାଦ୍ୱୀପ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୫।୩: ଆଜିଠୁ ହରିଦାସପୁର- ପାରାଦ୍ୱୀପ ରେଲୱେ ଟ୍ରାକରେ ଗଡିବ ପାସେଞ୍ଜର ଟ୍ରେନ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାସହ ପ୍ରାରମ୍ଭିକ ଅବସ୍ଥାରେ ପାରାଦୀପରୁ କେନ୍ଦୁଝର ଯାଏ ମଧ୍ୟ କ ମେମୁ ଟ୍ରେନ ଚଳାଚଳ କରିବ।