ପୁରୁଣା ପୋଷାକ ନୂଆଲୁକ୍‌

ନୂଆ ପୋଷାକ ପିନ୍ଧିବାକୁ, ଫ୍ୟାଶନେବଲ ଲାଗିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁବେଳେ ନୂଆ ନୂଆ ପୋଷାକ କିଣିବା ସମ୍ଭବ ନୁହେଁ, ଏହା ବଜେଟ୍‌ ବିରୋଧୀ। ତେଣୁ ପୁରୁଣା ଆଉଟ୍‌ ଫିଟ୍‌କୁ ମିକ୍ସମ୍ୟାଚ କରି ଜଣେ ଚାହିଁଲେ ନୂଆ ଲୁକ୍‌ ପାଇପାରିବେ। ଆଉ ବିନା ଖର୍ଚ୍ଚରେ ଲାଗିବେ
ଷ୍ଟାଇଲିସ୍‌…
ବେଲ୍ଟ ଦ୍ୱାରା ଷ୍ଟାଇଲ୍‌- ବେଲ୍ଟକୁ କେବଳ ପ୍ୟାଣ୍ଟରେ ବାନ୍ଧିବା ଛଡା ବି ବିଭିନ୍ନ କ୍ରିଏଟିଭ୍‌ ଲୁକ୍‌ ଦେଇପାରିବ। ଯଦି ଆପଣ ସ୍ଲିମ୍‌ ଅଛନ୍ତି ତେବେ ଷ୍ଟାଇଲିସ୍‌ ବେଲ୍ଟ କ୍ୟାରି କରିପାରିବେ। ଲଙ୍ଗ ଟି-ଶାର୍ଟ ବା ଶାର୍ଟରେ ଅଧାରେ ବେଲ୍ଟ ଲଗାଇ ୱାନ୍‌ ପିସ୍‌ ଡ଼୍ରେସ୍‌ ଭାବେ ପିନ୍ଧିପାରିବେ। ହ୍ବାଇଟ୍‌ ଶାର୍ଟ ବା ଡ୍ରେସ୍‌ ସହିତ ଥିନ୍‌ ବା ବିଗ୍‌ ବେଲ୍ଟ୍‌ ଟିମ୍‌ଅପ୍‌ କରିପାରିବେ।

ବଟମ୍‌ ୱିୟର- ଅଲଗା ଅଲଗା ବଟମ୍‌ ୱିୟର ସହ ଟପ୍‌ସ ନୂଆଲୁକ୍‌ ଦେଇ ପାରିବ। ଯଦି ହ୍ବାଇଟ୍‌ ଶାର୍ଟ ପିନ୍ଧୁଛନ୍ତି ,
ତେବେ ତା’ସହିତ ପ୍ରିଣ୍ଟେଡ୍‌ ଲଙ୍ଗସ୍କର୍ଟ, ଲେଗିନ୍ସ, ଜିନ୍ସ ପିନ୍ଧି ପାରିବେ।

ଜ୍ୟାକେଟ୍‌ ଫ୍ୟାଶନ୍‌- ସବୁଦିନିଆ ଆଉଟ୍‌ଫିଟ୍‌ରେ ପ୍ରତିଥର ନୂଆଲୁକ୍‌ ଦେବା ପାଇଁ ଜ୍ୟାକେଟ୍‌ ଯଥେଷ୍ଟ। ସିଙ୍ଗଲ କଲର୍‌ ଶାର୍ଟ, ଡ୍ରେସ୍‌ କିମ୍ବା ଟପ୍ସ ସହିତ କଲରଫୁଲ ଜ୍ୟାକେଟ୍‌ ପିନ୍ଧିପାରିବେ। ଏହା ଆପଣଙ୍କର ପୂରା ଲୁକ୍‌ ବଦଳାଇଦେବ।

ସ୍କାର୍ଫ- ସ୍କାର୍ଫ କେବଳ ମୁଣ୍ଡରେ ବାନ୍ଧିବା ପାଇଁ ନୁହେଁ, ଏହା ଆଉଟ୍‌ଫିଟ୍‌ରେ ମଧ୍ୟ ନୂଆ ଲୁକ୍‌ ଦେଇପାରେ। ଆପଣ କଲରଫୁଲ ସ୍କାର୍ଫକୁ ବେକରେ ଟାଇ ପରି ଡିଜାଇନ୍‌ କରିପାରିବେ।
ପ୍ୟାଣ୍ଟରେ ବେଲ୍ଟ ଭାବେ ମଧ୍ୟ ବ୍ୟବହାର କରିପାରିବେ। ପ୍ୟାଣ୍ଟରେ ସ୍କାର୍ଫ ବାନ୍ଧିବା ଷ୍ଟାଇଲ ବି ଏବେ ଟ୍ରେଣ୍ଡ୍‌ରେ ରହିଛି।

ଫୁଟ୍‌ ୱିୟର-ଫୁଟ୍‌ ୱିୟର ଲୁକ୍‌କୁ ପୂରା କରିଥାଏ।
ସେଥିପାଇଁ ଅଲଗା ଅଲଗା ଆଉଟ୍‌ଫିଟ୍‌ ସହିତ ଅଲଗା ଫୁଟ୍‌ ୱିୟର ପିନ୍ଧିବା ଆବଶ୍ୟକ।
ଏଥନିକ୍‌ ଆଉଟ୍‌ଫିଟ୍‌ ସହିତ ହିଲ ପିନ୍ଧିଲେ ଆପଣଙ୍କୁ ଫେମିନାଇନ୍‌ ଲୁକ୍‌ ମିଳିବ। ସେମିତି ଜିନ୍ସ, ୱାନ୍‌ପିସ୍‌ ଆଉଟ୍‌ଫିଟ୍‌ ଆଦିରେ ସ୍ନିକର୍ସ କିମ୍ବା ଜୋତା ପିନ୍ଧିଲେ ଏହା ଫଙ୍କି ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri