ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୧)

ବଢୁଛି ତାପମାତ୍ରା ଶୁଷ୍କ ନଦୀ ଯୋବ୍ରା ନିକଟରେ ଶୁଷ୍କ ଅବସ୍ଥା ରେ ଥିବା ମହାନଦୀ

ଏଜି ଛକରେ ବିଏମସି ପକ୍ଷରୁ ଗଛରେ ପାଣିଦିଅଯାଉଛି

ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ବେଣା ଚେର ରେ ପରଦା ପ୍ରସ୍ତୁତ କରୁଥିବା ମହିଳା

ଓଡିଶା ମହିଳା ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲ୍ ଖେଳପଡିଆ ରେ ଓଡିଶା ପୋଲିସ୍ ଏବଂ ସାଇ ଏସଟିସି ଖେଳାଳିଙ୍କ ମଧ୍ୟରେ ଖେଳାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୧୭, ୨୦୨୩ )

ସ୍କୁଲ ଗୁଡିକ ସକାଳୁ ଆରମ୍ଭ ହେଉଥିବାରୁ ପିଲାମାନେ ରାସ୍ତାପାର ହୋଇଯାଉଛନ୍ତି   ସ୍କୁଲ ଛୁଟି ହେବା ପରେ ବାରବାଟୀ ଷ୍ଟାଡ଼ିୟମ ରାସ୍ତା ପାର୍ଶ୍ୱରେ ଆଖୁ ରସ...

ଲୋକଙ୍କୁ ମିଳୁନି, ରାସ୍ତାରେ ବୋହୁଛି

ଯାଜପୁର ଅଫିସ,୬ା୨:ଯାଜପୁର ଜିଲାରେ ୯୦ ପ୍ରତିଶତ ଲୋକ ପାଇପ୍‌ ଯୋଗେ ପାନୀୟ ଜଳ ପାଇପାରୁନାହାନ୍ତି। ୮ଟି ମେଗା ଜଳଯୋଗାଣ ପ୍ରକଳ୍ପ ଏଯାଏ ଲୋକଙ୍କୁ ପାନୀୟ ଜଳ...

ଓଡ଼ିଶା: ଆଜିର ଫଟୋ ( ମେ ୩୦, ୨୦୨୩ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆଯୋୖଜିତ କାର୍ଯ୍ୟକ୍ରମ ଦେବସ୍ମୃତିରେ ପରିବେଷିତ ଓଡ଼ିଶୀ ନୃତ୍ୟ     ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଉପଲକ୍ଷେ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୦, ୨୦୨୧)

ପାର୍ବଣ ପୁଜା ଅବସରରେ ପୁରୀ ମାର୍କଣ୍ଡ ପୁଷ୍କରିଣୀ ପରିସରରେ କୁଆଁରୀ କନ୍ୟାମାନେ ପୁଜା କରୁଛନ୍ତି   ଭୁବନେଶ୍ୱର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ...

ଆଜିର ଫଟୋ (ଜୁନ୍ ୪, ୨୦୨୦)

ରସୁଲଗଡ଼ ଛକରେ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ  ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ଡିଆଜି ଆଶିଷ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୩୦, ୨୦୨୨)

 ଭୁବନେଶ୍ୱର ଜନତା ମଇଦାନରେ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍‌ ଉଦଘାଟିତ   ବିଶ୍ୱ ଏଡସ ଦିବସ: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବନ୍ଦେ ମାତରମ୍ ପକ୍ଷରୁ...

ମଡେଲ ଏରୋପ୍ଲେନ୍‌ ତିଆରି କରି ଉଡ଼ାଉଛନ୍ତି ଶୁଭାଶିଷ

ନବରଙ୍ଗପୁର/ଉମରକୋଟ,୯।୧(ବି.ପ୍ର./ସ୍ବ.ପ୍ର.): ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। କିଛି ନୂଆ କରି ଦେଖାଇବା ନିଶା ଓ ଏହି ଲକ୍ଷ୍ୟ ସାଧନ କରିବାକୁ ଦିଗରେ ଲାଗିପଡିଛନ୍ତି ଉମରକୋଟର...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୯ , ୨୦୨୨)

କଟକ ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ଗାର୍ଡ ୱାଲ ଭୁଶୁଡ଼ି ପଡିଛି   ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି...

Advertisement
Archives

Model This Week