ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୧)

ବଢୁଛି ତାପମାତ୍ରା ଶୁଷ୍କ ନଦୀ ଯୋବ୍ରା ନିକଟରେ ଶୁଷ୍କ ଅବସ୍ଥା ରେ ଥିବା ମହାନଦୀ

ଏଜି ଛକରେ ବିଏମସି ପକ୍ଷରୁ ଗଛରେ ପାଣିଦିଅଯାଉଛି

ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ବେଣା ଚେର ରେ ପରଦା ପ୍ରସ୍ତୁତ କରୁଥିବା ମହିଳା

ଓଡିଶା ମହିଳା ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲ୍ ଖେଳପଡିଆ ରେ ଓଡିଶା ପୋଲିସ୍ ଏବଂ ସାଇ ଏସଟିସି ଖେଳାଳିଙ୍କ ମଧ୍ୟରେ ଖେଳାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୮ ଜୁନ, ୨୦୨୪)

ରାଜଧାନୀର ବମିଖାଲ ରାସ୍ତାରେ ବର୍ଷା ଯୋଗୁ ପାଣି, ଲୋକେ ହଇରାଣ     ଓଡିଶା ବିଧାନସଭାରେ ଶପଥ ଗ୍ରହଣ ସମାରୋହ     ଗ୍ରୀଷ୍ମବକାଶ ପରେ...

କୁକି, ମେଇତି ସମ୍ପ୍ରଦାୟ ସହ ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ,୧୮।୬: ମଣିପୁର ଜାତିଆଣ ହିଂସା ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ...

ଓଡ଼ିଶା: ଆଜିର ଫଟୋ (୧୭ ଜୁନ, ୨୦୨୪)

ଭୁବନେଶ୍ୱରରେ ମୌସୁମୀ ବର୍ଷା   3-ଈଦ ଅବସର ରେ ପୁରୀ ର ଏକ ମସଜିଦ ରେ ମୁସଲିମ   ଧର୍ମାଅବଲମ୍ବି ଭାଇମାନେ ପ୍ରାର୍ଥନା କରୁଛନ୍ତି।   ରଥର...

ଓଡ଼ିଶା: ଆଜିର ଫଟୋ (୧୬ ଜୁନ, ୨୦୨୪)

ଭୁବନେଶ୍ୱରର ପାନ୍ଥନିବାସ ଠାରେ ରଜର ଶେଷ ଦିନ ମହାଆଡମ୍ବରରେ ପାଳନ କରାଯାଇଛି ଶେଷ ରଜ ଓ ରବିବାରରେ କୃଷକ ବଜ଼ାର ଆମିଷ ମାର୍କେଟରେ ଆମିଷ କିଣିବା...

ଓଡ଼ିଶା: ଆଜିର ଫଟୋ ( ୧୫ ଜୁନ, ୨୦୨୪)

କଟକ ଚାଉଳିଆଗଞ୍ଜ ଖେଳ ପଡିଆରେ ଅନୁଷ୍ଠିତ ରଜ ମହୋତ୍ସବରେ ଯୁବତୀ ମାନେ ଦୋଳି ଓ ପୁଚି ଖେଳୁଛନ୍ତି     କଟକ ଡଗରପରା ହନୁମାନ ମନ୍ଦିର...

ଓଡ଼ିଶା: ଆଜିର ଫଟୋ (୧୪ ଜୁନ, ୨୦୨୪)

ପହିଲି ରଜରେ ରାଜଧାନୀରେ ବର୍ଷା ପରସ୍ପରକୁ ପୋଡା ପିଠା ଖୁଆଇ ଦେଉଥିବା ଯୁବତୀ   କଟକ ବଳଭଦ୍ରପୁର ଅଂଚଳ ରେ ଅନୁଷ୍ଠିତ ରଜ ଉତ୍ସବ ସେଲ୍ଫି...

ଓଡ଼ିଶା: ଆଜିର ଫଟୋ (୧୩ ଜୁନ, ୨୦୨୪)

ଭୁବନେଶ୍ୱର ଓଟିଡିସି ତରଫରୁ ପାନ୍ଥନିବାସ ଠାରେ ରଜ ପର୍ବ ପାଳନ ଭୁବନେଶ୍ୱର ରସୁଲଗଡ ଛକରେ ପ୍ରବଳ ଟ୍ରାଫିକ ଜାମ ରଜ ପାଇଁ ସଜବାଜ

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍‌

ଭୁବନେଶ଼୍ବର, ୧୩।୬: ନିର୍ବାଚନ ବେଳେ ବୁଥ୍‌ ଭଙ୍ଗାରୁଜାକୁ ନେଇ ଗିରଫ ହୋଇଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ହାଇକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri