କେବଳ ଅମିତାଭ ନୁହେଁ, ଏସବୁ ଅଭିନେତା ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ରେଖା

ବିଗତ ଦିନର ସୁପରହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ରେଖା ଅନ୍ୟତମ। ୬୮ ବର୍ଷ ବୟସରେ ମଧ୍ୟ ସେ ଆଜି ବି ଚମକୁଛନ୍ତି। ଏଥିପାଇଁ ତାଙ୍କୁ ଏଭରଗ୍ରୀନ୍‌ ବିୟୁଟି କୁହାଯାଏ। ରେଖା ତାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ରେଖାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା ହେଲେ ଅମିତାଭ ବଚ୍ଚନଙ୍କ ନାମ ପ୍ରଥମେ ଆସେ। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଆପଣ ଜାଣନ୍ତି କି ଅମିତାଭଙ୍କ ବ୍ୟତୀତ ରେଖାଙ୍କ ଜୀବନରେ ଆହୁରି ଅନେକ ଲୋକ ଆସିଛନ୍ତି।

रेखा-अमिताभ बच्चन
ପ୍ରଥମ ଥର ପାଇଁ ରେଖାଙ୍କ ନାମ ସୁପରଷ୍ଟାର ଜିତେନ୍ଦ୍ରଙ୍କ ସହ ଜଡିତ ଥିଲା। ତେବେ ଜିତେନ୍ଦ୍ର ରେଖାଙ୍କୁ ଛାଡି ଶୋଭା କପୁରଙ୍କୁ ବିବାହ କରିଥିଲେ। ଏହାପରେ ରେଖା ଅମିତାଭ ବଚ୍ଚନଙ୍କ ପ୍ରେମରେ ପଡ଼ିଥିଲେ। କେବଳ ପରଦାରେ ନୁହେଁ, ବ୍ୟକ୍ତିଗତ ଜୀବନରେ ବି ଏହି ଯୋଡିକୁ ଦର୍ଶକ ପସନ୍ଦ କରୁଥିଲେ। ଦୁହେଁ ଦୁହିଁଙ୍କୁ ବେଶ୍‌ ଭଲ ପାଉଥିଲେ। କିନ୍ତୁ ପୂର୍ବରୁ ବିବାହିତ ଥିବା ଅମିତାଭ ପାରିବାରିକ ଜୀବନକୁ ବଞ୍ଚାଇବା ପାଇଁ ରେଖାଙ୍କ ହାତ ଛାଡ଼ିଥିଲେ।

विनोद मेहरा, रेखा
ଏହା ପରେ ରେଖାଙ୍କ ନାମ ଅଭିନେତା ବିନୋଦ ମେହେରାଙ୍କ ସହ ଜଡିତ ଥିଲା। କୁହାଯାଏ ଯେ ଦୁହେଁ ଗୁପ୍ତରେ ବିବାହ କରିଥିଲେ। ବିବାହ ପରେ ରେଖା ବିନୋଦ ମେହେରାଙ୍କ ସହ ତାଙ୍କ ଶାଶୁ ଘର ଯାଇଥିଲେ। କିନ୍ତୁ ବିନୋଦଙ୍କ ମା’ ତାଙ୍କୁ ଘରୁ ବାହାରକୁ ତଡି ଦେଇଥିଲେ। ଏହା ପରେ ସେ ବିନୋଦ ମେହେରାଙ୍କ ସହ ତାଙ୍କର ସମସ୍ତ ସମ୍ପର୍କ ସମାପ୍ତ ହୋଇଥିଲା।


୯୦ ଦଶକରେ ରେଖା ଅକ୍ଷୟ କୁମାରଙ୍କ ସହ ଖିଲାଡି କା ଖିଲାଡି ନାମକ ଏକ ଫିଲ୍ମ କରିଥିଲେ। ଉଭୟ ଏହି ଫିଲ୍ମରେ ବୋଲ୍ଡ ଦୃଶ୍ୟ ଦେଇଥିଲେ। ଏହା ପରଠାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।


ରେଖା ଏବଂ ଅଭିନେତା ସଞ୍ଜୟ ଦତ୍ତଙ୍କ ସମ୍ପର୍କ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। କୁହାଯାଏ ଯେ ଫିଲ୍ମ ଜମିନ ଆସମାନର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ କୌଣସି କାରଣରୁ ଉଭୟ ସମ୍ପର୍କରେ ବ୍ରେକ୍‌ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri