Posted inଜାତୀୟ

ସ୍ୱାଧିନତା ଦିବସ ପୂର୍ବରୁ ଏନଆଇଏକୁ ବଡ ସଫଳତା, ଦିଲ୍ଲୀର ବାଟଲା ହାଉସରୁ ଆଇଏସ୍‌ର ସକ୍ରିୟ ସଦସ୍ୟ ଗିରଫ

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତା ଦିବସ ପୂର୍ବରୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)କୁ ବଡ ସଫଳତା ମିଳିଛି । ରାଜଧାନୀ ଦିଲ୍ଲୀର ବାଟଲା ହାଉସରୁ ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ ଜଡିତ ଜଣେ ସନ୍ଦିଗ୍ଧ ସଦସ୍ୟଙ୍କୁ ଏନଆଇଏ ଗିରଫ କରିଛି ।
ଗିରଫ ସନ୍ଦିଗ୍ଧ ହେଲେ ଆଇଏସର କଟ୍ଟର ଓ ସକ୍ରିୟ ସଦସ୍ୟ । ଗିରଫ ସନ୍ଦିଗ୍ଧଙ୍କ ନାମ ମୋହସିନ ଅହମଦ ବୋଲି ଜଣାପଡିଛି । ସେ ବିହାର ବାସିନ୍ଦା । ସେ ଆଇଏସର ଅନଲାଇନ ପ୍ରୋପେଗେଣ୍ଡା ଚଳାଉଥିଲେ । କିଛିଦିନ ହେବ ସେ ବାଟଲା ହାଉସରେ ରହୁଥିଲେ । କୁହାଯାଉଛି କି ଭାରତ ଓ ବିଦେଶରେ ଆଇଏସକୁ ସହାନୁଭୁତି ଦେଉଥିବା ଲୋକଙ୍କଠାରୁ ସେ ଫଣ୍ଡ ଏକାଠି କରୁଥିଲେ । ଏଥିପାଇଁ ସେ କ୍ରେପ୍ଟୋକରେନ୍ସିର ବ୍ୟବହାର କରୁଥିଲେ । ଫଣ୍ଡ ଏକାଠି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏନଆଇଏ ଟିମ ବାଟଲାସ୍ଥିତ ଅହମଦଙ୍କ ଘରେ ଚଢାଉ କରିଛନ୍ତି । ଏହି ସମୟରେ ତାଙ୍କ ଘରୁ ଅନେକ ଆପତ୍ତିଜନକ ତଥ୍ୟ ମିଳିଛି । ଏବେ ଯାଞ୍ଚ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପଦ ହରାଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୨୪ା୩:କଂଗ୍ରେସ ନେତା ରହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ...

ସେନ୍‌ଗରଙ୍କୁ ଜେଲ୍‌ରେ ସିବିଆଇ ଜେରା

ଲକ୍ଷ୍ନୌ, ୪ା୮(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବାବେଳେ ଡ଼ାକ୍ତରୀ ଚିକିତ୍ସା ଜାରି ରହିଛି। ଜ୍ୱର ସହ ବ୍ଲଡ...

ବିବିଧତାରେ ଏକତା ଭାରତର ବିଶେଷତା: ମୋଦି

ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦିଲ୍ଲୀର ୧୭୩୪ ଅବୈଧ ବସତିକୁ ବୈଧ କରିଥିବାରୁ ଦିଲ୍ଲୀ ଭାଜପା ପକ୍ଷରୁ ରାମଲୀଳା ମଇଦାନରେ ରବିବାର ଏକ ଧନ୍ୟବାଦ...

ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ କରୋନା ପଜିଟିଭ୍‌: ୧୭ରେ ଶେଷ ହେବ କୁମ୍ଭମେଳା

ହରିଦ୍ୱାର,୧୬।୪: କରୋନା ପ୍ରକୋପ ମଧ୍ୟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ସାହି ସ୍ନାନ ସମୟରେ ଲକ୍ଷାଧିକ ସାଧୁ ସନ୍ଥ ଏକାଠି ହୋଇଥିବା ବେଳେ...

ଅଖିଳେଶଙ୍କ ବଡ଼ ଘୋଷଣା, ଲଢ଼ିବିନି ନିର୍ବାଚନ…

ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବ ବଡ଼ ଘୋଷଣା କରିଛନ୍ତି। ଅଖିଳେଶ କହିଛନ୍ତି ଯେ, ସେ ଆସନ୍ତା ବିଧାନସଭା...

ଭାରତରେ କ୍ୟାମ୍ପସ ଥିବା ବିଦେଶୀ ବିଶ୍ୱବିଦ୍ୟାଳୟକୁ ଅନ୍‌ଲାଇନ ପାଠପଢ଼ା ଅନୁମତି ମନା: ୟୁଜିସି…

ନୂଆଦିଲ୍ଲୀ,୫।୧ : ଭାରତରେ କ୍ୟାମ୍ପସ ଖୋଲିଥିବା ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନଲାଇନ ପାଠପଢ଼ା ପାଇଁ ଅନୁମତି ଦିଆଯିବ ନାହିଁ। ୟୁଜିସି ମୁଖ୍ୟ ଏମ ଜଗଦେଶ କୁମାର କହିଛନ୍ତି...

ମୁସଲମାନ୍‌ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପଢ଼ିଲେ ନମାଜ: ଶୁଣାଇଲେ ରାମଚରିତ ମାନସ

ମଥୁରା,୧।୧୧: ଦିଲ୍ଲୀରୁ ସଦ୍‌ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍‌ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଛନ୍ତି। ଏହା ସହିତ...

କଲେକ୍ଟରଙ୍କ ଷ୍ଟାଇଲରେ ଏସ୍‌ଡିଏମ୍‌ ବି ମାରିଲେ ଚଟକଣି, କରାଇଲେ ବସଉଠ…

ସୁରଜପୁର,୨୩।୫: ଛତିଶଗଡ଼ ସୁରଜପୁର କଲେକ୍ଟର ରଣବୀର ଶର୍ମା ଜଣେ ଯୁବକଙ୍କୁ ଚଟକଣି ମାରୁଥିବାରୁ ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ଏସ୍‌ଡ଼ିଏମ୍‌ ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି।...

Advertisement
Archives

Model This Week