ବଡି କେୟାର କିଡ୍‌ସର ନ୍ୟୁ ସମର କଲେକ୍ସନ

ନୂଆଦିଲ୍ଲୀ,୨୨।୬: ବଡି କେୟାର ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ଅଗ୍ରଣୀ କ୍ଲଥିଂ ଲାଇନ ବଡି କେୟାର କିଡ୍‌ସର ନୂତନ ସମୟ କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଚଳିତ ବର୍ଷର ଗ୍ରୀଷ୍ମଋତୁ ବା ଖରାଦିନ ପାଇଁ ଛୋଟପିଲାମାନଙ୍କର ଏକ ବିସ୍ତୃତ ରେଞ୍ଜର ନୂଆ ସାମଗ୍ରୀକୁ ବଜାର ପ୍ରବେଶ କରାଇଛି। ବିଶେଷକରି ଉକ୍ତ ସାମଗ୍ରୀଗୁଡିକ ଖରାଦିନେ ପିଲାମାନଙ୍କୁ ପନ୍ଧିବାକୁ ବହୁତ ଆରାମ ପ୍ରଦାନ କରିବ। ଏପରିକି ପୂର୍ବ ସଂଗ୍ରହଠାରୁ ଏହା ଭିନ୍ନ ସମ୍ପୂର୍ଣ୍ଣ ଓ ଏକ ବିସ୍ତୃତ ଖରାଦିନିଆ ପୋଷାକ ସାମଗ୍ରୀ ସହ ବିଭିନ୍ନ ରଙ୍ଗ, ପ୍ରିଣ୍ଟ ଓ ତାଜା ଡିଜାଇନରେ ପ୍ରସ୍ତୁତ ହୋଇଛି। ଏହା ୪୫୦ରୁ ଅଧିକ ବିତରକଙ୍କ ସହ ୧୯୦୦୦ରୁ ଅଧିକ ଷ୍ଟୋରରେ ଏବଂ ସାରା ଭାରତରେ ୨୦ରୁ ଅଧିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଉକ୍ତ ସଂଗ୍ରହରେ ପେପା ପିଗ୍‌, ବେବି ସାର୍କ, ଡିଜନି, ହେଲୋ କିଟ୍‌, କାର୍ଟୁନ ନେଟ୍‌ୱର୍କ ଭଳି ବିଭିନ୍ନ ଚିତ୍ର ଥିବା ଟି-ଶାର୍ଟ ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ ନୂଆ ଖରାଦିନିଆ ଥିମ୍‌ ଯଥା ସମୁଦ୍ର କୂଳ, ଜୀବନ୍ତ ପୁଷ୍ପ, ଆକର୍ଷଣୀୟ ପଶୁମାନଙ୍କ ଗ୍ରାଫିକ ମଧ୍ୟ ରହିଛି। ଏହା ବ୍ୟତୀତ ଆଇସ୍‌ କ୍ରିମ୍‌ କୋନ୍‌, ସର୍ଫ ବୋର୍ଡ ଓ ସୂର୍ଯ୍ୟକିରଣ ଦ୍ୱାରା ଅନୁପ୍ରାଣିତ ଉପାଦାନଗୁଡ଼ିକ ପିଲାଙ୍କ ହୃଦୟକୁ ଛୁଇଁପାରିବ। ଏ ସମ୍ପର୍କରେ ବଡି କେୟାର ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ନିର୍ଦ୍ଦେଶକ ମିଥୁନ ଗୁପ୍ତା କହିଛନ୍ତି, ବଡି କେୟାର କିଡ୍ସର ଏକ ନୂଆ ରୋମାଞ୍ଚକର ଯୋଗ ଆରମ୍ଭ କରିଛି, ଯାହା ଡେନିମ ଓ କ୍ରୀଡ଼ା ପୋଷାକ ଭାବେ ଉପଲବ୍ଧ। ଏହାର ଡେନିମ ସଂଗ୍ରହରେ ଷ୍ଟାଇଲିଶ ଓ ଟ୍ରେଣ୍ଡି ଡିଜାଇନ ବୈଶିଷ୍ଟ୍ୟ ଥିବାବେଳେ କ୍ରୀଡ଼ା ପୋଷାକ ସଂଗହ ସକ୍ରିୟ ଜୀବନଶୈଳୀକୁ ଆକର୍ଷିତ କରିଥାଏ। ବିଶେଷକରି ପିଲାମାନଙ୍କ ପାଇଁ ଆରାମଦାୟକ ଆଥ୍‌ଲେଟିକ ପୋଷାକ ରହିଛି ଓ ସେମାନଙ୍କ ପାଇଁ ଫ୍ୟାଶନର ସର୍ବଶେଷ ଧାରା ବଜାୟ ରଖିବା ପାଇଁ ବ୍ରାଣ୍ଡ୍‌ର ପ୍ରତବିଦ୍ଧତାକୁ ପ୍ରତିଫଳିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri