GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୁଗୁଲ୍‌ର ଚାହିଦା ଢେର ବୃଦ୍ଧି ପାଇଛି। କହିବାକୁ ଗଲେ ଏହା ପ୍ରତ୍ୟେକ ମଣିଷର ଅଭିନ୍ନ ଅଙ୍ଗ ପାଲଟିଛି। କୌଣସି ଅଜଣା ସ୍ଥାନକୁ ଯିବା ହେଉ ଅବା କିଛି ଜାଣିବା ହେଉ, ଅଧିକାଂଶ ଲୋକେ ଗୁଗଲ୍‌ରେ ହିଁ ସର୍ଚ୍ଚ କରନ୍ତି। ହେଲେ କ’ଣ ଆପଣ ଜାଣନ୍ତି କିଛି ଜିନିଷ ଏଭଳି ଅଛି ଯାହାକୁ ଭୁଲ୍‌ରେ ବି ଗୁଗୁଲ୍‌ରେ ସର୍ଚ୍ଚ କରିବା ଅନୁଚିତ।

୧-ପାଇରେଟେଡେଡ୍‌ ଫିଲ୍ମ:
ପାଇରେସି ଥିବା ଫିଲ୍ମକୁ ଗୁଗୁଲ୍‌ରେ ସର୍ଚ୍ଚ କରିବା ଅନୁଚିତ। ଭାରତରେ ଏହା କଲେ ଆପଣଙ୍କୁ ୩ ବର୍ଷର ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମନା ଦେବାକୁ ପଡ଼ିପାରେ।

୨-ବୋମା ତିଆରି ହେବା ପ୍ରକ୍ରିୟା ଦେଖିଲେ
ଗୁଗୁଲ୍‌ରେ କେବେ ବି ବୋମା ତିଆରି କରିବା ପ୍ରକ୍ରିୟାକୁ ସର୍ଚ୍ଚ କରନ୍ତୁ ନାହିଁ। ଏଥିଯୋଗୁ ଆପଣ ସୁରକ୍ଷା ଏଜେନ୍ସିଂମାନଙ୍କ ଟାର୍ଗେଟକୁ ଆସିପାରନ୍ତି। ଏହାକୁ ଅପରାଧ ବୋଲି କୁହାଯାଏ।

୩-ଗର୍ଭପାତ ସମ୍ପର୍କରେ ସୂଚନା:
ଗର୍ଭପାତ ସମ୍ପର୍କରେ ଗୁଗୁଲ୍‌ରେ ସର୍ଚ୍ଚ କରିବା ଉଚିତ ନୁହେଁ। କାରଣ ଏହା ବିପଦଜ୍ଜନକ। ବିନା ଡାକ୍ତରଙ୍କ ମଞ୍ଜୁରୀରେ ଏଭଳି କରିବା ଦଣ୍ଡନୀୟ ଅପରାଧ ମଧ୍ୟ।

୪-ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କରେ ସୂଚନା:
କୌଣସି ବଳାତ୍କାର ପୀଡ଼ିତା/ପୀଡ଼ିତଙ୍କ ସୂଚନା ନେଇ ସର୍ଚ୍ଚ କରିବା ଅନୁଚିତ କାରଣ ଏଥିଯୋଗୁ ଆପଣଙ୍କୁ ୫ରୁ ୭ ବର୍ଷ ଜେଲ ହୋଇପାରେ।

୫-ଚାଇଲ୍ଡ ପର୍ନ:
ଗୁଗୁଲ୍‌ରେ ଆପଣ ଚାଇଲ୍ଡ ପର୍ନ ସମ୍ପର୍କରେ ସର୍ଚ୍ଚ କରିବା ଉଚିତ ନୁହେଁ। କାରଣ ଏହା କଲେ ୫-୭ ବର୍ଷ ଜେଲଦଣ୍ଡ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Union Budget 2026: ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri