Posted inଖେଳ

ମୁମ୍ବାଇରେ ଧୋନୀ କିଣିଲେ ନୂଆ ବଙ୍ଗଳା: ଅବସର ପରେ ବି ସେ ୭୬୦ କୋଟି ସମ୍ପତ୍ତିର ମାଲିକ

ନୂଆ ଘର କିଣିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ଅବସର ସମୟ ଅତିବାହିତ କରିବାକୁ ଧୋନୀ ମୁମ୍ବାଇରେ ଏକ ଘର କିଣିଛନ୍ତି। ସ୍ତ୍ରୀ ସାକ୍ଷୀ ସୋସିଆଲ ମିଡିଆରେ ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଉକ୍ତ ନିର୍ମାଣାଧିନ ଘରକୁ ଦେଖି ଧୋନୀଙ୍କ ପରିବାର ବମ୍ବେ ସିଫ୍ଟ ହୋଇଯିବେ ବୋଲି ଚର୍ଚ୍ଚା ହେଉଛି।

ଧୋନୀ ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ନାମ ଧୋନୀ ଏଣ୍ଟରଟେନ୍‌ମେଣ୍ଟ ରଖାଯିବ, ଯାହାର ଏମ୍‌ଡି ରହିବେ ସାକ୍ଷୀ। ଏଯାବତ ଆଧିକାରୀକ ସୂଚନା ଉଭୟଙ୍କ ପକ୍ଷରୁ ମିଳି ନ ଥିଲେ ସୁଦ୍ଧା ଖୁବ୍‌ଶୀଘ୍ର କମ୍ପାନୀ ନାମ ଘୋଷଣା ହୋଇପାରେ। ଏହାଛଡ଼ା ଧୋନୀ ବିଜ୍ଞାପନ କରିବା ସହ ଚେନ୍ନାଇ ସୁପରକିଙ୍ଗ୍ସ ସହ ଜଡ଼ିତ ରହିବେ। ଏବେ ଧୋନୀଙ୍କ ପାଖରେ ୭୬୦ କୋଟିର ମୋଟ ସମ୍ପତ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା

ଟି୨୦ ବିଶ୍ୱକପ୍‌ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍‌ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ...

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌: ନଭେମ୍ବର ୮’ ରେ ଫାଇନାଲ

ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ...

ସିଏସ୍‌କେ ସହ ସମ୍ପର୍କ ତୁଟିଲା? ଆସନ୍ତା ଆଇପିଏଲ୍‌ରେ ନୂଆ ଟିମ୍‌ରୁ ଖେଳିବେ…

ନୂଆଦିଲ୍ଲୀ,୧୬।୮: ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜ ପରେ ଏସିଆ କପ୍‌ ଖେଳିବ ଭାରତ। ହେଲେ ଏସବୁ ମଧ୍ୟରେ ଚର୍ଚ୍ଚାରେ ରହିଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ସେ...

ରୋହିତ ଶର୍ମାଙ୍କ ଦମଦାର୍‌ ଶତକ, ଭାରତର ସ୍ଥିତି ମଜଭୁତ

ବିଶାଖାପାଟନା,୨।୧୦: ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରୁଥିବା ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର୍‌ ବ୍ୟାଟିଂ କରିଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ରୋହିତ...

ଏଥର ମଧ୍ୟ ଅଧୁରା ରହିଲା ସ୍ବପ୍ନ

ଟୋକିଓ,୪।୮: ପୁରୁଷଙ୍କ ଭଳି ମହିଳା ହକି ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଅନ୍ତିମ ୪ ରାଉଣ୍ଡ...

ଭାରତୀୟ ଅଲମ୍ପିକ୍‌ ପଦକ ବିଜେତା କେଡି ଯାଦବଙ୍କୁ ମନେ ପକାଇଲା ଗୁଗଲ୍‌

ଭାରତୀୟ ଭେଟେରାନ ରେସଲର ଖାଶାବା ଦାଦାସାହେବ ଯାଦବଙ୍କ ୯୭ତମ ଜନ୍ମ ବାର୍ଷିକୀ॥ ଏହି ଅବସରରେ, ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ବିଶେଷ ଡୁଡଲ ତିଆରି କରି...

ପେନାଲ୍ଟିକୁ ହରମନ୍‌ପ୍ରୀତଙ୍କ ଗୁରୁତ୍ୱ

ଭୁବନେଶ୍ୱର,୪ା୧୧ (ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରୋ ହକି ଲିଗ୍‌ରେ ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ। ଗୁରୁବାର ଖବରଦାତା ସମ୍ମିଳନୀରେ ପେନାଲ୍ଟି କର୍ନର...

ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ

ଲିଡ୍ସ,୨୨।୮(ଏଏଫ୍‌ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ...

Advertisement
Archives

Model This Week