Posted inଫୁରସତ

ମଡେଲ୍‌ ଭାଲୁ

ମୋଟା, ପତଳାଠୁ ଆରମ୍ଭ କରି କଳା, ଗୋରା ଏମିତି କି ଅଜବ ଦେଖିବାକୁ ଥିବା ମଡେଲ ସମ୍ପର୍କରେ ଜାଣିଥିବେ। ତେବେ ଜାଣନ୍ତି କି ଏବେ ପ୍ରାଣୀମାନେ ବି ମଡେଲିଂ କଲେଣି। ନିକଟରେ ଏକ ବିରାଟ ଭାଲୁ ମଡେଲ୍‌ର ଫଟୋ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମଡେଲ ଭାଲୁର ନାଁ ହେଉଛି ଷ୍ଟେପାନ୍‌। ଏହାର ବୟସ ହେଉଛି ୨୮ ବର୍ଷ। ମାଟିଆ ରଙ୍ଗର ଏହି ବିରାଟକାୟ ଭାଲୁ ରୁଷୀୟାର ଅଟେ। ଛୋଟବେଳେ ତାକୁ ତା’ ମା’ ଛାଡି ଚାଲି ଯାଇଥିଲା। ଶ୍ୱେତଲାନା ଓ ୟୁରି ପାଣ୍ଟେଲିଙ୍କୋ ନାମକ ଦମ୍ପତି ତାକୁ ପୋଷ୍ୟଭାବେ ଗ୍ରହଣ କଲେ। ବେଶ୍‌ ଯତ୍ନରେ ପାଳିଲେ। ଏବେ ସେ ଆକାରରେ ବିରାଟକାୟ ପାଲଟିଛି। କିନ୍ତୁ ଷ୍ଟେପାନ୍‌ ଭାରି ସ୍ନେହୀ ଓ ମଣିଷଙ୍କୁ ବହୁତ ଭଲ ପାଏ। ରୁଷୀୟାର ପ୍ରସିଦ୍ଧ ଫଟୋଗ୍ରାଫର୍‌ ମିଲା ଦାନୋଭା, ଷ୍ଟେପାନ୍‌ ସମ୍ପର୍କରେ ଜାଣିବା ପରେ ତାକୁ ମଡେଲ୍‌ କରାଇବାକୁ ଚାହିଁଲେ। ଏବେ ପୃଥିବୀର ବିଭିନ୍ନ ସ୍ଥାନରୁ ମଡେଲ ଆସୁଛନ୍ତି ଷ୍ଟେପାନ୍‌ ସହ ଫଟୋଶୁଟ୍‌ କରିବା ପାଇଁ। ତାଙ୍କ ଶୁଟ୍‌ଗୁଡିକ ପ୍ରାୟତଃ ଫେୟାରୀ ଟେଲ୍‌ କାହାଣୀ ଉପରେ ଆଧାରିତ। ଷ୍ଟେପାନ୍‌ ମଡେଲଙ୍କ ସହ ବେଶ୍‌ ସହଜତାର ସହ ଫଟୋଶୁଟ୍‌ କରିଥାଏ। ଆଉ ସେଗୁଡିକୁ ଦେଖିଲେ ଯେ କେହି ପରୀ ଦୁନିଆର କାହାଣୀ ଭିତରେ ହଜିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବ-ପାର୍ବତୀ ଭୂମିକାରେ କରୁଥିଲେ ଅଭିନୟ, ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧିହେଲେ

ଲକ୍ଷ୍ନୌ,୧।୪: କାନପୁର ଅଞ୍ଚଳରେ ଏକ ବିବାହ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ବରକନ୍ୟା ଶିବ-ପାର୍ବତୀ ବେଶ ଧାରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ...

ଭୟ-ଆତଙ୍କ ସ୍ଥିତିରେ ‘ଆଶାର ଗୀତ’ ଗାଇ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଡାକ୍ତର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସହିତ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ବି...

ମରୁଭୂମିରେ ଥିଲା ମୁଭି ଟିଏଟର୍‌

ପ୍ରାଚୀନ କାଳରୁ ମଣିଷ ଏମିତି କିଛି କାରିଗରି ଓ ନିର୍ମାଣ କରି ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଥାଏ। ସେଥିମଧ୍ୟରୁ କିଛି ଭାରି ରହସ୍ୟମୟ ମଧ୍ୟ...

ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମାଗିଲେ ଅନୁମତି

ନ୍ୟୁୟର୍କ, ୧୫।୪: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ...

ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…

ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ଏହି...

ହାତୀ ସହ ଗୋଟିଏ ଥାଳିରେ ଖାଦ୍ୟ ଖାଇଲେ ଏହି ବ୍ୟକ୍ତିି

ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା କାହିଁ କେଉଁ କାଳରୁ ରହିଆସିଛି। ନିକଟରେ ଏହାର ଆଉ ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଏଠାରେ ଏକ...

ଏହି ଉପାୟରେ କରନ୍ତୁ ଗଣେଶ ପୂଜା: ହେବ ଧନ ବର୍ଷା, ଚମକିବ ଭାଗ୍ୟ

ଆଗକୁ ଆସୁଛି ଗଣେଶ ପୂଜା। ବାପ୍ପାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କରୋନା ଯୋଗୁ ଏଥର ଗଣେଶ ପୂଜା...

କୁହୁଡ଼ିରୁ ପାଣି ‘ଫଗ୍‌ କ୍ୟାଚିଂ’, ମେଣ୍ଟୁଛି ଶୋଷ

ନୂଆଦିଲ୍ଲୀ: ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ପ୍ରକୋପ ସାଙ୍ଗକୁ ଆରମ୍ଭ ହୋଇଛି ଘନ କୁହୁଡ଼ି। ଶୀତଦିନେ ଦୁର୍ଘଟଣା ବୃଦ୍ଧି ପଛର ଅନ୍ୟତମ କାରଣ ‘ଫଗ୍‌’। ତେଣୁ...

Advertisement
Archives

Model This Week