ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି । ୧୩ ତାରିଖ ନାବାଳିକା ଜଣଙ୍କ ଟ୍ୟୁଶନ ଯାଇ ନିଖୋଜ ଥିଲେ। ଟ୍ୟୁଶନ ପାଖରୁ ନାବାଳିକାର ସାଇକେଲ ଓ ବ୍ୟାଗ ଜବତ କରାଯାଇଛି।

Dharitri – Odisha’s No.1 Odia Daily

Share