ବିନିକା,୭ା୭: ରଥଚକା ତଳେ ଚାପି ହୋଇ ଗୁରୁତର ଥିବା ନାବାଳକଙ୍କର ମୃତ୍ୟୁ ଘଟିଛି। ତେବେ ସୋମବାର କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ମୃତ୍ୟୁ ହୋଇଛି। କଂସାରୀପଡ଼ାରେ ବାହୁଡ଼ା ଯାତ୍ରା ବେଳେ ଏହି ଅଘଟଣ ଘଟିଥିଲା। ରଥଚକାରେ ଚାପି ହୋଇ ୪ ନାବାଳକ ସମେତ ୬ ଆହତ ହୋଇଥିଲେ। ଗୁରୁତର ନାବାଳକଙ୍କୁ ପ୍ରଥମେ ବୁର୍ଲା ପରେ କଟକ ସ୍ଥାନାନ୍ତର କରାଯାଉଥିବାବେ ତାଙ୍କର ମୃତ୍ୟୁ ଘଟିଛି।


