ମା’କୁ ବିଲରୁ ଡ଼ାକିବାକୁ ଯାଇ ଟଳିପଡ଼ିଲେ ପୁଅ

ଅନୁଗୋଳ ଅଫିସ,୧୪।୬: ବଜ୍ରାଘାତରେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବଡ଼କେରେଜାଙ୍ଗରେ। ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ୧୭ ବର୍ଷର ନାବାଳକ ଦୁଷ୍ମନ୍ତ ସାହୁ। ଦୁଷ୍ମନ୍ତ ବିଲରୁିରୁ ମା’କୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତ ହୋଇ ସେଠାରେ ପଡ଼ି ଯାଇଥିଲେ। ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗ ଚଢ଼ାଉ: ୯ଖଣ୍ଡ ଶାଳ ଚଉକାଠ, ୨ ବାଇକ୍‌ ଜବତ

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ବାୟାଣିପୀଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ଚଢ଼ାଉ କରି ଶାଳ ଚଉକାଠ ସହିତ...

ଝାରସୁଗୁଡ଼ାରେ ୩ ଶହ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଝାରସୁଗୁଡ଼ା ଅଫିସ,୨୯।୭: ଝାରସୁଗୁଡ଼ା ଜିଲାରେ ବୁଧବାର ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩...

ଜିଲାପାଳଙ୍କ ପିଙ୍କ୍‌ ବୁଥ୍‌ ପରିଦର୍ଶନ

ହିଞ୍ଜିଳିକାଟୁ,୧୫ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ହିଞ୍ଜିଳିକାଟୁ ବ୍ଳକର ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ହେବ। ମତଦାନ ନିମନ୍ତେ ଚୂଡାନ୍ତ ପ୍ରକ୍ରିୟାକୁ...

ଶୁଭ୍ରାଙ୍କୁ କୋଲକାତାରେ ମାରାଥନ ଜେରା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ୧୭ ହଜାର ୫୦୦ କୋଟିର ଚିଟ୍‌ଫଣ୍ଡ ଠକେଇ ମାମଲାରେ ରୋଜ୍‌ଭ୍ୟାଲି ଗ୍ରୁପ୍‌ର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ...

ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲା ପୋଲିସ ପାଟ୍ରୋଲିଂ ଗାଡ଼ି

ଚିତ୍ରକୋଣ୍ଡା,୨୨।୩(ଡି.ଏନ୍‌.ଏ.): ମାଲକାନଗିର ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଅଞ୍ଚଳରୁ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୋଟ୍‌ରେ ଆଣି ଘାଟ କୂଳରେ ଆମ୍ବୁଲାନ୍ସକୁ...

ଜାତୀୟସ୍ତରୀୟ ଜୁନିୟର ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତା

ବ୍ରହ୍ମପୁର ଅଫିସ,୨୧ା୩: ଉତ୍ତର ପ୍ରଦେଶର ବରେଲିଠାରେ ଜାତୀୟ ହ୍ୟାଣ୍ଡବଲ୍‌ ଜୁନିୟର ବାଳିକା ପ୍ରତିଯୋଗିତା ୨୧ ରୁ ୨୫ତାରିଖ ଯାଏ ଅନୁଷ୍ଠିତ ହେବ। ଏଥି ନିମନ୍ତେ ସୋମବାର...

ଏନ୍‌ଏଲ୍‌ୟୁଓରେ ଆରମ୍ଭ ହେବ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ

କଟକ ଅଫିସ, ୭।୮: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା (ଏନ୍‌ଏଲ୍‌ୟୁଓ) ପକ୍ଷରୁ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ ପାଠ୍ୟକ୍ରମ ୨୦୨୨-୨୩ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି। ଏହି...

ନାବାଳିକାଙ୍କୁ ଟଣାଓଟରା: ପୂର୍ବତନ ସରପଞ୍ଚଙ୍କ ନାମରେ ମାମଲା

ହିଞ୍ଜିଳିକାଟୁ,୧୨।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୂର୍ବତନ ସରପଞ୍ଚ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିଥିବା ନେଇ...

Advertisement
Archives

Model This Week