ମନ୍ତ୍ରୀ ହତ୍ୟା ଘଟଣା: ବୁଧବାର ଘଟଣାସ୍ଥଳ ତଦାରଖ କରିବେ ଜଷ୍ଟିସ ଦାସ

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ମଙ୍ଗଳବାର ଜଷ୍ଟିସ ଜେ. ପି. ଦାସ ଝାରସୁଗୁଡ଼ା ଯିବେ। ଘଟଣାର ଅଧିକ ତଦନ୍ତ ଲାଗି ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ବୁଧବାର ଜଷ୍ଟିସ ଦାସ ଘଟଣାସ୍ଥଳ ତଦାରଖ କରିବେ ବୋଲି ସୂଚନା ମିଳିଛି।