ମାନସ ସ୍ବାଇଁ ହତ୍ୟା ମାମଲା: ଆଶ୍ରମରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୭।୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମାଲରେ ରବିବାର ଭୁବନେଶ୍ୱରର ଏକ ଆଶ୍ରମରେ କ୍ରାଇମବ୍ରାଞ୍ଚର ଟିମ୍‌ ଛାନବିନ କରୁଛି। କେମତି ମର୍ଡର ପ୍ଲଟ ରଚା ଯାଇଥିଲା? କିଭଳି ମାନସଙ୍କୁ ହତ୍ୟା କରାଯାଇଥିଲା? ସେନେଇ ଟିମ ତଥ୍ୟ ଖୋଜିବ । ଭୁବନେଶ୍ୱରରେ ଯାଞ୍ଚ କରିବା ପରେ ରଣପୁର ବଧିପାଟଣାରେ ମଧ୍ୟ ଯାଞ୍ଚ କରାଯିବ ।