ଦୁନିଆର ଏମିତି ଫ୍ରିଜ୍‌ ମାଗଣାରେ ଯିଏ ଭରେ ସବୁ ଭୋକିଲାଙ୍କ ପେଟ: କେବେ ହୁଏନି ଖାଲି

ସାଧାରଣତଃ ଲୋକମାନେ ବାହାରୁ ଘରୁକୁ ଆସିଲେ ସେମାନେ ପ୍ରଥମେ ଫ୍ରିଜ ଖୋଲି ଖାଦ୍ୟ କିମ୍ବା ପାନୀୟ ଖୋଜନ୍ତି। ସେହିପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜୋର୍ଡାନରେ ଜଣେ ବ୍ୟକ୍ତି ଏପରି କିଛି କରି ଉଦାହରଣ ପାଲଟିଛନ୍ତି। କ୍ରୀଡ଼ା ଫାଉଣ୍ଡେଶନର ପ୍ରତିଷ୍ଠାତା ଅହାନ ଖାନ ଗରିବ ଲୋକଙ୍କ ପାଇଁ ୱୋମାନସଙ୍ଗ ଛକରେ ଏକ ନୀଳ ରେଫ୍ରିଜରେଟର ରଖିଛନ୍ତି, ଯେଉଁଠାରୁ ଆପଣ ମାଗଣାରେ ଖାଦ୍ୟ ନେଇ ପାରିବେ କିମ୍ବା ସଂରକ୍ଷଣ କରିପାରିବେ।

ହକି ଏକାଡେମୀ ବାହାରେ ଅବସ୍ଥିତ ଏହି ନୀଳ ରେଫ୍ରିଜରେଟରରେ ରନ୍ଧା ନୁଡୁଲ୍ସ, ବିସ୍କୁଟ, ଖାଦ୍ୟ ପ୍ୟାକେଟ ଥାଏ ଯିଏ ସେହି ଜିନିଷଗୁଡିକ ଆବଶ୍ୟକ କରେ, ସେ କୌଣସି ଟଙ୍କା ନଦେଇ ନେଇ ପାରିବ । ନ ଚେତ ସେଠାରେ ଅନ୍ୟ ଲୋକଙ୍କ ପାଇଁ ରଖିପାରିବ।

ଅହାନ ଫିଲ୍ମରେ ଏପରି ଦୃଶ୍ୟ ଦେଖିବା ପରେ ସେ ଏକ କମ୍ୟୁନିଟି ରେଫ୍ରିଜରେଟର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ସେଠାରେ ରେଫ୍ରିଜରେଟର ଲଗାଇ ଏହାକୁ ନୀଳ ରଙ୍ଗରେ ରଙ୍ଗ କରିଥିଲେ।

ସେ ଏଥିପାଇଁ ଏହା କରିଥିଲେ ଯେ, ଯେତେବେଳେ ଜଣେ ଘରକୁ ଯାଆନ୍ତି, ପ୍ରଥମେ ଫ୍ରିଜ ଖୋଲନ୍ତି ତେଣୁ ସେ ଚାହିଁଲେ ଲୋକମାନେ ସେପରି ଅନୁଭବ କରନ୍ତୁ। ଏହାକୁ ଖୋଲନ୍ତୁ, ତା’ପରେ ସେଠାରେ ଖାଆନ୍ତୁ ଏବଂ ଯଦି ଆପଣଙ୍କର ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଅଛି, ତେବେ ଆପଣ ଏହାକୁ ଅନ୍ୟ ଅଭାବୀ ଲୋକଙ୍କ ପାଇଁ ଏଠାରେ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri