ବାହାନଗାରେ ମମତା: କଲେ ଦୁର୍ଘଟଣାସ୍ଥଳ ପରିଦର୍ଶନ

ଭୁବନେଶ୍ୱର,୩।୪(ବ୍ୟୁରୋ)/କୋଲକାତା: ବାଲେଶ୍ୱର ଜିଲା ବାହାନଗାଠାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ପହଞ୍ଚିଛନ୍ତି। ସେ ହେଲିକପ୍ଟର ଯୋଗେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ପୂର୍ବରୁ ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଓଡ଼ିଶା ଆସି ଘଟଣାସ୍ଥଳ ପରିଦର୍ଶନ କରିବେ।

Share