ପୂର୍ବତନ ସ୍ବାମୀଙ୍କୁ ‘ଅଲ୍‌ ଦ ବେଷ୍ଟ୍‌’ କହିଲେ ମଲାଇକା

ଗତ କିଛି ଦିନ ହେବ ଅଭିନେତା ଅରବାଜ ଖାନ ଏବଂ ମଲାଇକା ଆରୋରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଛାଡପତ୍ର ପରେ ପ୍ରଥମଥର ପାଇଁ ଉଭୟ ପରସ୍ପର ପ୍ରତି ସକାରାତ୍ମକ ମନୋଭାବ ନେଇ ଚାଲୁଛନ୍ତି। ନିକଟରେ ଅରବାଜ ଭୋପାଳରେ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପାଟନା ଶୁକ୍ଲା’ର ଶୁଟିଂ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଶେୟାର କରିଛନ୍ତି। ମଲାଇକା ଏହି ପୋଷ୍ଟରେ କମେଣ୍ଟ ଦେଇ ‘ଅଲ୍‌ ଦ ବେଷ୍ଟ୍‌’ ବୋଲି କହିଥିଲେ। ଏଥିରୁ ଜଣାପଡୁଛି ଉଭୟ ବର୍ତ୍ତମାନ ସେମାନଙ୍କର ପୁରୁଣା କଥା ଭୁଲି ଯାଇ ଆଗକୁ ବଢିଛନ୍ତି।
ଅରବାଜ ଖାନ ପ୍ରଡକ୍ସନରେ ନିର୍ମିତ ‘ପାଟନା ଶୁକ୍ଲା’ର ଶୁଟିଂ ଭୋପାଳରେ ଆରମ୍ଭ ହୋଇଛି। ଫିଲ୍ମରେ ରବୀନା ଟଣ୍ଡନ, ସତୀଶ ଶୁକ୍ଲା, ମାନଭ ବିଜ ପ୍ରମୁଖ ଅଭିନୟ କରୁଛନ୍ତି।
୫ ବର୍ଷ ପୂର୍ବେ ମଲାଇକାଙ୍କଠାରୁ ଛାଡପତ୍ର ନେବା ପରେ ଅରବାଜ ଏବେ ମଡେଲ ଜର୍ଜିଆଙ୍କ ପ୍ରେମରେ ପଡିଛନ୍ତି। ସେପଟେ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ଅରବାଜ ଏକ ସାକ୍ଷାତକାରରେ ମାଲାଇକାଙ୍କୁ ଜଣେ ମା’ ଭାବରେ ପ୍ରଶଂସା କରିଥିଲେ। ଅରବାଜ କହିଥିଲେ, ମଲାଇକା ଜଣେ ଭଲ ମା’, ପୁଅ ଅରହାନଙ୍କୁ ବହୁତ ଭଲ ଭାବରେ ପାଳୁଛନ୍ତି।

Malaika Arora, Arbaaz Khan, Malaika Arora news hindi, Arbaaz Khan news hindi, patna shukla, bhopal, bollywood news hindi, मलाइका अरोड़ा न्यूज हिंदी, अरबाज खान न्यूज हिंदी, जॉर्जिया, पटना शुक्ला, भोपाल, बॉलीवुड न्यूज


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri