ଘରୁ ମିଳିଲା ବିପୁଳ ପରିମାଣର ସାଇଜ କାଠ, ପଟ୍ଟା

କାଶୀପୁର,୨୮।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ସାଇଜ କାଠ ଏବଂ ପଟ୍ଟା ଜବତ କରାଯାଇଛି। ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠୀଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଏକ ଇଟା ଭାଟି ପରିସରର ଏକ ଘରେ ଗଚ୍ଛିତ ଥିବା ୨୦୫ ଖଣ୍ଡ ସାଇଜ କାଠ ଏବଂ ପଟ୍ଟା ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୯୫ ହଜାର ୬୬୦ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସୁଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଚଢାଉ ବେଳେ ଘର ମାଲିକ ଏଲ୍‌.ଏନ୍‌. ସାହୁ ଫେରାର ଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି। ଚଢାଉରେ ଟିକିରି ସେକ୍ସନ ଇଜଚାର୍ଜ ଫରେଷ୍ଟର ଜିତେନ୍ଦ୍ର କୁମାର ମଲ୍ଲ, ଶଙ୍କରଡ଼ା ଫରେଷ୍ଟର ମୀନ କେତନ କୁମାର, ଲଳିତା ବିଡ଼ିକା, ପଦନା ନାଗ, ମେନକା ନାଏକ, ଜଗତ ମୋହନ ସାହୁ, ଖଗେଶ୍ୱର ମାଝୀ, ନିରଞ୍ଜନ ସରକା ପ୍ରମୁଖ ଉପସ୍ଥିତ ଥିଲେ। ଟିକିରି ଥାନାର ଏଏସ୍‌ଆଇ ସନ୍ତୋଷ ର୍ଶିକା ଚଢାଉରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ, ମଠକୁ ସହଯୋଗର ହାତ ବଢାଇଲେ ରାମଚନ୍ଦ୍ର

ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ମଠ ଓ ଆଶ୍ରମଗୁଡିକ ଅବସ୍ଥା ଏବେ ଧୀରେ ଧୀରେ ବିଗିଡିବାରେ ଲାଗିଛି ା ସେଠାରେ ରହୁଥିବା ସାଧୁସନ୍ଥ ଓ...

ଯୁବତୀଙ୍କ ପାଇଁ କ୍ୱାରାଣ୍ଟାଇନରେ ପୂରା ପରିବାର

ସମ୍ବଲପୁର,୫।୭(ବ୍ୟୁରୋ)-ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଏଲ୍‌ଆଇସି କଲୋନୀର ଜଣେ ଯୁବତୀଙ୍କ ପାଇଁ ତାଙ୍କ ପୂରା ପରିବାରକୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଛି। ସମ୍ପୃକ୍ତ ଯୁବତୀ...

ନିର୍ଭୟରେ ବିନା ମାସ୍କରେ ବୁଲୁଝନ୍ତି ଲୋକେ: ଯାଞ୍ଚ ବେଳେ ଗଣୁଛନ୍ତି ତଣ୍ଡ

କୋରୁକୋଣ୍ଡା୨୨।୬(ଡି.ଏନ୍‌.ଏ): ଦେଶରେ ଅନଲକ୍‌ ୧ ଚାଲୁଥିବା ବେଳେ ସାମାଜିକ ଦୂରତ୍ୱ ବଜାଇରଖିବା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସୋମବାର ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ,...

ପାଇକମାଳ ଅଞ୍ଚଳରେ ମାଓବାଦୀ ପୋଷ୍ଟର

ବରଗଡ଼ ଅଫିସ,୧।୧୨: ବରଗଡ଼ ଜିଲା ପାଇକମାଳ ଅଞ୍ଚଳରେ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ମାଓବାଦୀ ଗତିବିଧି ପରିଲକ୍ଷିତ ହୋଇଛି। ରବିବାର ପାଇକମାଳ-ନୂଆପଡ଼ା ରାସ୍ତା ପାଶର୍‌ବରେ ରହିଥିବା...

ବାନ୍ଧିପାରୁନି ବନ ବିଭାଗ

ବଇଣ୍ଡା,୨୨।୪(ପରିକ୍ଷିତ ସାହୁ) ଫାଶରେ ପଡ଼ି ଛାଟିପିଟି ହେଉଥିବା କଲରାପତରିଆକୁ ଗୁଳି କରିଥିଲେ ଶିକାରୀ। ପରେ ନଖ କାଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ...

ରେଳ ଧାରଣାରୁ ଯୁବତୀଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୨।୧- ବଲାଙ୍ଗୀର ନିକଟ ମାଧିଆପାଲି-ରିନବଚନ ରେଳ ଧାରଣାରେ ଗୁରୁବାର ସକାଳେ ଦୁଇଜଣ ଯୁବତୀ ଓ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।...

ଲାଞ୍ଜିଗଡରେ ସାମାଜିକ ଦୂରତାକୁ ବେଖାତିର

ଲାଞ୍ଜିଗଡ,୫ା୫(ଡି.ଏନ୍‌.ଏ): ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ବୁଝିବାକୁ ନାରାଜ। ବିଭିନ୍ନ ସ୍ଥାନରେ ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି...

ଲମ୍ବୁଛି ଜାଲ ଶିକ୍ଷକଙ୍କ ତାଲିକା,ପୁଣି ଧରାପଡ଼ିଲେ ଆଉ ୫ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ,୧୮ା୧୨- ଗଞ୍ଜାମ ଜିଲାରେ ଲମ୍ବିବାରେ ଲାଗିଛି ନକଲି ଶିକ୍ଷକଙ୍କ ତାଲିକା। ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ୍‌ ଦାଖଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଏବେ...

Advertisement
Archives

Model This Week