ନିଦ୍ରା ଅଭାବ ଲୋକଙ୍କୁ ଅଧିକ ସ୍ବାର୍ଥ୍ୟପର କରିଥାଏ

ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନରେ ନିଦ୍ରାର ଆବଶ୍ୟକ ରହିଛି। ଯଦି ସଠିକ୍‌ ମାତ୍ରାରେ ନ ଶୋଇବା ତା’ହେଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ। ଯେପରିକି ଉଦାସିନତା ଏବଂ ଚିନ୍ତା, ମାନସିକ ଅଶାନ୍ତି ଏବଂ ମେଦବହୁଳତା ଭଳି ଶାରୀରିକ ଅସୁସ୍ଥତା ଦେଖାଦେଇଥାଏ। ତେଣୁ ରାତିରେ ନିହାତି ୭-୮ ଘଣ୍ଟା ଶୋଇବା ଉଚିତ୍‌। ନୂତନ ଅନୁସନ୍ଧାନ ଅନୁଯାୟୀ, ନିଦ୍ରାହୀନ ବ୍ୟକ୍ତି ସ୍ବାର୍ଥ୍ୟପର ପ୍ରକୃତିର ହୋଇଥାନ୍ତି। ମନୋବିଜ୍ଞାନୀ ବେନ ସିମୋନଙ୍କ ମତରେ, ସଠିକ୍‌ ପରିମାଣରେ ନ ଶୋଇଲେ ଅନ୍ୟକୁ ସାହାଯ୍ୟ କରିବା ଆଚରଣକୁ ପ୍ରଭାବିତ କରିଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଲୋକେ ଏକ ଘଣ୍ଟା ନିଦ ହରାନ୍ତି, ସେତେବେଳେ ଆମର ଅନ୍ତନିର୍ହିତ ମାନବିକ ଦୟା ଏବଂ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ଉପରେ ସ୍ପଷ୍ଟ ଆଘାତ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଲଗାନ୍ତୁ ଏସବୁ ଗଛ

ଗଛ ଯେ କେବଳ ପରିବେଶକୁ ବିଶୁଦ୍ଧ ରଖିଥାଏ ତା’ନୁହେଁ ବରଂ ଏହାଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏହା ଘରେ...

ଚଣାଡାଲି କଟଲେଟ୍‌

ଆବଶ୍ୟକ ସାମଗ୍ରୀ: ଭିଜା ହୋଇଥିବା ଚଣାଡାଲି ଏକକପ୍‌, ହଳଦୀ ଛୋଟ ଚାମଚ, ଲଙ୍କାଗୁଣ୍ଡ ପାଉଡର ଏକ ଛୋଟ ଚାମଚ, କଞ୍ଚାଲଙ୍କା ଦୁଇଟି, ରସୁଣ ୨-୩ଟି କୋଲା,...

ବର୍ଷାଦିନ ଖାଦ୍ୟପେୟ: ଯାହା ଶରୀରକୁ ରଖେ ସୁସ୍ଥ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ...

ପିଲାଙ୍କ ଡାଏପର ଦାଗ ଦୂର କରନ୍ତୁ

ଅଧିକ ସମୟ ଡାଏପର ପିନ୍ଧିବା ଫଳରେ ପିଲାଙ୍କ ତ୍ୱଚାରେ ଦାଗ ପଡ଼ି ଯାଇଥାଏ। ପିଲାଙ୍କର ଏହି ଦାଗକୁ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି...

ଶୀତଦିନେ ମେକ୍‌ଅପ

ଶୀତଦିନେ ମେକଅପ୍‌ ହେବା ପୂର୍ବରୁ ସ୍କିନ୍‌କୁ ପୂରା ମଶ୍ଚରାଇଜ୍‌ କରିଦିଅନ୍ତୁ। ଏଥିପାଇଁ ମେକଅପ୍‌ ପୂର୍ବରୁ ନିଜ ସ୍କିନ୍‌କୁ ଭଲ କ୍ଲିଞ୍ଜିଂ ମିଲ୍‌କ ସାହାଯ୍ୟରେ ସଫା କରନ୍ତୁ।...

ସମ୍ପର୍କକୁ ମଜଭୁତ କରେ ଉପହାର

ସମ୍ପର୍କକୁ ବି ମଜବୁତ କରିଥାଏ ଉପହାର। ତେବେ ଏହି ଉପହାର କିଭଳି ହେବା ଆବଶ୍ୟକ ଜାଣନ୍ତୁ ସେ ସମ୍ପର୍କରେ କିଛି କଥା.. ବନ୍ଧୁଙ୍କୁ ଖୁସିରେ ଦେଖିବାକୁ...

ହାର୍ଟ ବିଟ୍‌ରେ ଚାଲିବ ପେସ୍‌ମେକର

ନ୍ୟୁୟର୍କସ୍ଥିତ ବଫାଲୋ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ୍‌ ସାଇନ୍ସର ବୈଜ୍ଞାନିକମାନେ ଏପରି ଏକ ପେସମେକର (ହାର୍ଟକୁ କ୍ରିୟାଶୀଳ କରିବା ଏବଂ ଏହାର ସ୍ପନ୍ଦନକୁ ସନ୍ତୁଳିତ...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

Advertisement
Archives

Model This Week