ପ୍ରଭାସଙ୍କ ‘ସାଲାର-୨’ ରେ ନଜର ଆସିବେ କୋରିଆର ଚର୍ଚ୍ଚିତ ଅଭିନେତା ଡନ୍ ଲି!

ମୁମ୍ବାଇ: ଦକ୍ଷିଣ କୋରିଆ ଚର୍ଚ୍ଚିତ ଅଭିନେତା ଡନ୍ ଲି ଯିଏ ମା ଡଙ୍ଗ-ସେଓକ ନାମରେ ମଧ୍ୟ ଜଣା, ରବିବାର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିଜର ତଥା ପ୍ରଭାସଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ପୋଷ୍ଟରେ ସେ ପ୍ରଭାସଙ୍କ ”ସାଲାର: ପାର୍ଟ-୨” ଫଟୋ ସହିତ ଏକ ଥମ୍ବସ୍ ଅପ୍ ଇମୋଜୀ ଶେୟାର କରିଛନ୍ତି। ଏଥିରୁ ଏହା ଜଣ ପଡୁଛି କି ସେ ଏହି ଆକ୍ସନ ଫିଲ୍ମକୁ ପସନ୍ଦ କରିଛନ୍ତି।

ତେବେ ଡନ୍ ଲି ଏହି ପୋଷ୍ଟ ଶେୟାର କରିବା ପରେ ତାଙ୍କର ଏବଂ ପ୍ରଭାସଙ୍କ ପ୍ରଶଂସକ ସୋସିଆଲ ମିଡିଆରେ କମେଣ୍ଟ ଏବଂ ଅନେକ କିଛି ଆକଳନ କରି ପୋଷ୍ଟ କରି ଚାଲିଛନ୍ତି। କିଛି ଆକଳନ କରୁଛନ୍ତି କି ସନ୍ଦୀପ ରେଡି ଭାଙ୍ଗାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ସ୍ପିରିଟରେ ଡନ୍ ଲି ନଜର ଆସିପାରନ୍ତି। ତେବେ ପ୍ରଶଂସକମାନେ ଦୃଢ ଭାବେ ନିଜ ପସନ୍ଦର ଅଭିନେତାଙ୍କୁ ଭାରତୀୟ ଫିଲ୍ମରେ ଦେଖିବା ଆଶା ପୋଷଣ କରିଛନ୍ତି। ଏହି ଖବର ସମ୍ପର୍କରେ କୌଣସି ନିଶ୍ଚିତତାର ସୂଚନ ନାହିଁ।

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଗତ ବର୍ଷ ପ୍ରଭାସଙ୍କ ସହ ସ୍ପିରିଟ ଫିଲ୍ମ ​​ଘୋଷଣା କରିଥିଲେ। ଏହି ପ୍ରୋଜେକ୍ଟରେ ଦୁହେଁ ପ୍ରଥମଥର କାମ କରିବାକୁ ଯାଉଛନ୍ତି। କିଛିଦିନ ତଳେ ଏକ ସାକ୍ଷାତକାରରେ ସନ୍ଦୀପ ରେଡ୍ଡୀ ଭଙ୍ଗା ଉଲ୍ଲେଖ କରିଛନ୍ତି ଯେ ସ୍ପିରିଟ ବଜେଟ୍ ୩୦୦ କୋଟି ଟଙ୍କା ରହିଛି। ସେ ଏହି ଚଳଚ୍ଚିତ୍ର ଉପରେ ଆତ୍ମବିଶ୍ୱାସ ବ୍ୟକ୍ତ କରିବା ସହ ଏହା ପ୍ରଥମ ଦିନରେ ହିଁ ପ୍ରେକ୍ଷାଳୟରେ ୧୫୦ କୋଟି ଟଙ୍କା ରୋଜଗାର କରିବ ବୋଲି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାହୁଲ ଦେଶର ବଦନାମ କରୁଛନ୍ତି’ ରାମଲୀଳା ମୈଦାନ ରାଲିକୁ ନେଇ ଜେ.ପି. ନଡ୍ଡାଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧।୧୧: ଭାଜପା ନେତା ଜେ.ପି. ନଡ୍ଡା ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନଭେମ୍ବର ୧ରେ ହେବାକୁ ଥିବା ଏହି ରାଲିକୁ…

ଖୋଲା ଛାତ ଥିବା ବସରେ ଗଲେ ରାହୁଲ ଗାନ୍ଧୀ, ଅଖିଳେଶ, ମମତା, ଫାରୁକ…

ନୂଆଦିଲ୍ଲୀ,୧।୧୧: ରାମଲୀଳା ମୈଦାନରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପୂର୍ବରୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖୋଲା ଛାତ ଥିବା ବସରେ ମିଣ୍ଟୋ ବ୍ରିଜ ଅଭିମୁଖେ…

ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ, ପ୍ରଶାସନ ପକ୍ଷରୁ ଖାଦ୍ୟ ବଣ୍ଟନ

ଗଞ୍ଜାମ, ୧।୧୧ (ଅନାଥ ତରାଇ): ଋଷିକୁଲ୍ୟା ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଅଷ୍ଟ୍ରେଲିଆର ପରାଜୟ ସମସ୍ତ ସମୀକରଣ ବଦଳାଇ ଦେଇଛି; ଜାଣନ୍ତୁ ଭାରତୀୟ ଦଳ କିପରି WTC ଫାଇନାଲରେ ପହଞ୍ଚିବ

ନୂଆଦିଲ୍ଲୀ,୧।୧୧: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୭୬ ରନରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହି ଫଳାଫଳ…

କଇଁ ଫୁଲ ତୋଳିବା ହେଲା କାଳ! ପୋଖରୀରେ ବୁଡ଼ି ୩ ଶିଶୁ ମୃତ, ଆଉ ଜଣେ ନିଖୋଜ ସନ୍ଦେହ

ଶ୍ଚିନ୍ତକୋଇଲି (ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ…

କଲଭର୍ଟ ଧୋଇଗଲା, ଯାତାୟାତ ବନ୍ଦ ବାଇକ୍‌ ପାର୍‌ କରାଇବାକୁ ନେଉଛନ୍ତି ୨୦୦ ଟଙ୍କା

ରାଇକିଆ, ୩୧/୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପୋଲ ଭାଙ୍ଗିଯିବା ଯୋଗୁଁ ଜରୁରୀ…

ତେଲ ବଜାରରେ ହଲଚଲ: ପହିଲାରୁ ଶସ୍ତା ହେଲା ପେଟ୍ରୋଲ? ଜାଣନ୍ତୁ ତାଜା ରେଟ୍‌…

ନୂଆଦିଲ୍ଲୀ,୧।୧୧: ଆଜି, ଅର୍ଥାତ ୧ ନଭେମ୍ୱର ୨୦୨୬ରେ ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଅନ୍ତର୍ଜାତୀୟ…

ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବରଙ୍କୁ ପରାସ୍ତ କରି ବିଶାଳ ପୁରସ୍କାର ରାଶି ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପରେ କଲେ ଏମିତି ମିଳୁଛି ଖୁବ…

ନୂଆଦିଲ୍ଲୀ,୧।୧୧: ମିଷ୍ଟର ବିଷ୍ଟ (MrBeast) ନିକଟରେ ଭାରତ ଗସ୍ତ କରିଥିଲେ, ଯେଉଁଠାରେ ସେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏକ ବେସବଲ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?