Categories: ଖେଳ

ଆଇପିଏଲର ୬୮ ମ୍ୟାଚ: କୋଲକାତା ବନାମ ଲକ୍ଷ୍ନୌ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୩ର ୬୮ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି)। ଶନିବାର ସନ୍ଧ୍ୟା ୭.୩୦ରେ କୋଲକାତାର ଇଡେନଗାର୍ଡେନ୍ସଠାରେ ଖେଳାଯିବ। କୋଲକାତା ୧୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ସେହପରି ଲକ୍ଷ୍ନୌ ୧୫ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି।

Share