୯ କୋଟିର ବିଜ୍ଞାପନକୁ କାର୍ତ୍ତିକ କଲେ ନା

ବମ୍ବେ: ଫିଲ୍ମ ବ୍ୟତିତ ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି ବଲିଉଡ୍‌ କଳାକାର। ହେଲେ ଅନେକ ସମୟରେ ବିଜ୍ଞାପନ ଲାଗି ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ। ଯେମିତିକି କିଛି ଦିନ ତଳେ ଖିଲାଡି କିଙ୍ଗ ଅକ୍ଷୟ କୁମାର ପାନମସଲା ବିଜ୍ଞାପନ କରି ଟ୍ରୋଲ ହୋଇଥିଲେ। ଏବେ କାର୍ତ୍ତିକ ଆର୍ୟନଙ୍କୁ ମଧ୍ୟ ପାନ-ମସଲା ବିଜ୍ଞାପନ ମିଳିଛି। ହେଲେ ସେ ଏହାକୁ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି।

କାର୍ତ୍ତିକଙ୍କୁ ତମାଖୁ ବିଜ୍ଞାପନ ଲାଗି ୯ କୋଟି ଟଙ୍କା ମିଳିଥାନ୍ତା। ହେଲେ ସେ ଏହାକୁ କରିବାକୁ ମନା କରିଛନ୍ତି। ପ୍ରଶଂସକଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ସେ ଏଭଳି ବିଜ୍ଞାପନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି।

ପୂର୍ବରୁ ଅଜୟ ଦେବଗନ, ଅମିତାଭ ବଚ୍ଚନ, ଶାହାରୁଖ ଖାଁ ଏବଂ ଅକ୍ଷୟ କୁମାର ପ୍ରମୁଖ ପାନ-ମସଲା ବିଜ୍ଞାପନ କରିଥିଲେ। ଏହାକୁ ନେଇ ସମସ୍ତଙ୍କୁ କଟାକ୍ଷ କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅକ୍ଷୟ କୁମାରଙ୍କୁ କ୍ଷମା ମାଗିବାକୁ ମଧ୍ୟ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ସିଦ୍ଧୁ ନୁହେଁ, ସଲମାନ ବି ଥିଲେ ଲରେନ୍ସଙ୍କ ଟାର୍ଗେଟରେ

ମୁମ୍ବାଇ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମେସେ ୱାଲାଙ୍କ ହତ୍ୟା ମାମଲା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବଶ୍ନୋଇ ଓ...

ନିଜକୁ ଘୃଣା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଦ ଡର୍ଟି ପିକ୍ଚର୍ସ’ରେ ସିଲ୍କ ସ୍ମିତାଙ୍କ ଚରିତ୍ର ଅନ୍ୟତମ। ଏହି ଫିଲ୍ମ...

ଭାଇ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ...

ବିରଳ ସିଂହକୁ ଖାଦ୍ୟ ଖୁଆଇଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି।...

କିୟାରାଙ୍କ ପ୍ରେମରେ ପାଗଳ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ନାମ ପୂର୍ବରୁ କେତେଜଣ ବଲିଉଡ୍‌ ନାୟିକାଙ୍କ ସହ ଯୋଡି ହୋଇଥିବା ବେଳେ ଏବେ କିନ୍ତୁ କିୟାରା ଓ ସିଦ୍ଧାର୍ଥଙ୍କ...

ଚର୍ଚ୍ଚାରେ ବେବୋଙ୍କ ମାସ୍କ, ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ କଳାକାରମାନେ କ୍ରମାଗତ ଭାବେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପରେ ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ରିପୋର୍ଟ...

ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା

କମେଡି ଷ୍ଟାର କପିଲ ଶର୍ମାଙ୍କ ଶୋ’ ‘ଦି କପିଲ ଶର୍ମା ଶୋ’ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ। କପିଲଙ୍କ ଏହି ଶୋ’ରେ ଅନେକ ହାସ୍ୟ ଅଭିନେତା...

୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର...

Advertisement
Archives

Model This Week