Posted inଜାତୀୟ

ମୁରୁଗା ମଠ ମହନ୍ତଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ, କର୍ନାଟକ ରାଜନୀତି ସରଗରମ

ବେଙ୍ଗାଲୁରୁ,୧ ।୯: କର୍ନାଟକ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତି ମୁୁରୁଗା ସରନାରୁଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ ହୋଇଛି । ଏହାପରେ କର୍ନାଟକ ରାଜନୀତି ହୋଇଛି ସରଗରମ । ଏମିତି ଅଭିଯୋଗକୁ ନେଇ ଥାନାରେ ଏଫଆଇଆର ଦିଆଯାଇଛି । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ମୁଖ୍ୟ ପୁରୋହିତ ଶିବମୂର୍ତ୍ତି ମୁରୁଗା ଶରାନାରୁ ଏବେବି ମଠରେ ଉପସ୍ଥିତ ଅଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଏଚ ବିଶ୍ୱନାଥ କର୍ନାଟକ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କର୍ନାଟକ ସରକାର ମହନ୍ତଙ୍କ କ୍ଷେତ୍ରରେ କୋହଳ ମନୋଭାବ ଆପଣାଇଛନ୍ତି ।
ଶ୍ରୀ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତିଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପିଡନ ପରେ କର୍ନାଟକ ଗୃହମନ୍ତ୍ରୀଙ୍କୁ ଯଦି ଲଜ୍ୟା ଅଛି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି କର୍ନାଟକ ଭାଜପା ଏମଏଲସି ଏଚ ବିଶ୍ୱନାଥ । ଯଦି ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ତେବେ ଚିତ୍ରକୂଟ ଏସପିଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ ବୋଲି ବିଶ୍ୱନାଥ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Mahakumbh 2025: ସଙ୍ଗମ ଜଳ ସ୍ନାନ ପାଇଁ ଉପଯୁକ୍ତ ନୁହେଁ…ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କଲେ ଶଙ୍କରାଚାର୍ଯ୍ୟ

ପ୍ରୟାଗରାଜ,୧୯।୨: ପ୍ରୟାଗରାଜ ମହାକୁମ୍ଭର ବେଳାଭୂମିର ଜଳସ୍ତର ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(NGT) ନିକଟରେ ଦାଖଲ କରାଯାଇଥିବା ରିପୋର୍ଟ...

ଅଧରାତିରେ ଇନ୍ଦିରା ଗାନ୍ଧୀ କରିଥିଲେ ଏମିତି କାମ…ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ

ନୂଆଦିଲ୍ଲୀ,୧୯।୨: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ସେ ଏହାକୁ ଅଧରାତିରେ ନିଆଯାଇଥିବା ଏକ...

Football Match In Kerela: ଫୁଟବଲ ମ୍ୟାଚ୍‌ବେଳେ ବଡ଼ ଦୁର୍ଘଟଣା: ଷ୍ଟାଡିୟମରେ ଲାଗିଲା ନିଆଁ, ପୋଡ଼ିଗଲେ ଦର୍ଶକ

ଥିରୁଭାନନ୍ତପୁରମ,୧୯।୨: କେରଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି...

ଆତ୍ମହତ୍ୟା କରିବାକୁ ଯାଉଥିଲେ ଯୁବକ, Metaର ଆଲର୍ଟ ଯୋଗୁ ବଞ୍ଚିଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଲକ୍ଷେ୍‌ନ,୧୯।୨: ଉତ୍ତର ପ୍ରଦେଶର ଶାହଜାହାନପୁରରେ ମେଟାର ସତର୍କତା ଏବଂ ପୋଲିସର ତତ୍ପରତା ଯୋଗୁ ଜଣେ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ପ୍ରକୃତରେ, ଘର ବଣ୍ଟନକୁ ନେଇ...

ଅନ୍‌ଲାଇନରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୨:ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି...

କାମ ଦେଲାନି ମୋଦିଙ୍କ ଆଲୋଚନା: ଟ୍ରମ୍ପ ନେଲେ କଠୋର ନିଷ୍ପତ୍ତି, ବଡ଼ କ୍ଷତି ସହିବ ଭାରତ

ଓ୍‌ବାଶିଂଟନ୍‌.୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଭାରତର ଚିନ୍ତା ବୃଦ୍ଧି କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ଦେଶ...

ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର

ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍‌ ତମିମ ବିନ୍‌ ହମଦ୍‌ ଅଲ୍‌-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ...

ଅବସର ନେଲେ ସିଇସି ରାଜୀବ କୁମାର

ନୂଆଦିଲ୍ଲୀ,୧୯।୨: ୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri