ଭୁବନେଶ୍ୱର,୨୦।୬: ଆକାଶ ଏୟାର ପକ୍ଷରୁ ନିକଟରେ ନୂଆ କାଫେ ଆକାଶ ମେନ୍ୟୁର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀର ସମଗ୍ର ନେଟୱର୍କରେ ଏକ ବର୍ଦ୍ଧିତ ଇନଫ୍ଲାଇଟ ଖାଦ୍ୟ ଏବଂ ପାନୀୟ ମେନ୍ୟୁର ଆରମ୍ଭ ହୋଇଯାଇଛି। ଏୟାରଲାଇନ୍ସର ଇନଫ୍ଲାଇଟ ଭୋଜନ ସେବା, କାଫେ ଆକାଶ କିଛି ମୂଳ ପସନ୍ଦକୁ ବଜାୟ ରଖିବା ସହିତ ସୁସ୍ଥ ଭୋଜନ, ଉତ୍ସବ ପ୍ରିୟ, ଗୌରମେଟ ଏବଂ ଫ୍ୟୁଜନ ଭୋଜନ ଭଳି ବିଭିନ୍ନ ପ୍ରକାରର ଭୋଜନ ବିକଳ୍ପ ସହିତ ଏହାର ଅନନ୍ୟ ଏବଂ ବିବିଧ ମେନ୍ୟୁ ସୁବିଧା ବିକଶିତ କରିଛି, ନୂତନ ମେନ୍ୟୁରେ ୬୦ରୁ ଅଧିକ ଭୋଜନ ବିକଳ୍ପ ରହିଛି, ଯାହା ସମଗ୍ର ଭାରତର ଖ୍ୟାତନାମା ରୋଷେୟାମାନଙ୍କ ସହିତ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି।
ଏ ସମ୍ପର୍କରେ ଆକାଶ ଏୟାରର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ମାର୍କେଟିଙ୍ଗ ଏବଂ ଏକ୍ସପେରିଏନ୍ସ ଅଫିସର ବେଲସନ କଟିନୋ କହିଛନ୍ତି, ଭାରତ ବିଭିନ୍ନ ସଂସ୍କୃତିର ସଙ୍ଗମ ସ୍ଥଳ ଏବଂ ଏହା ଆମର ରୋଷେଇ ପରିଦୃଶ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥାଏ ା ୬୦ରୁ ଅଧିକ ଆକର୍ଷଣୀୟ ବିକଳ୍ପ ସହିତ ଏହି ନୂଆ କାଫେ ଆକାଶ ମେନ୍ୟୁ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ସ୍ନାକ୍ସ, ଭୁରି ଭୋଜନ, ମିଠା ଏବଂ ଉସତ୍ବ ପ୍ରିୟ ଭୋଜନ ସହିତ ଅତ୍ୟନ୍ତ ଯନତ୍ର ସହ ପ୍ରସ୍ତୁତ ହୋଇଛି।
ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…
ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…
୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…
ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…
ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…
ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…
ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…
ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…
Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!
ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…
ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି
ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…
ଗ୍ରାହକଙ୍କୁ Zomatoର ବଡ଼ ଝଟ୍କା! ଏଲ୍ପିଜି ସଙ୍କଟ ପରେ ଏବେ ଅନଲାଇନ୍ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…
ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…
ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍, ଲିଟର ପ୍ରତି ଦେବାକୁ ପଡିବ…
ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…
Archives

