Categories: ଜାତୀୟ

ଶପଥ ନେଲେ ଦେଶର ୪୯ତମ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ

ନୂଆଦିଲ୍ଲୀ,୨୭।୮: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଉଦୟ ଉମେଶ ଲଳିତ। ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନ ବିଚାରପତିଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି। ସିଜେଆଇ ଏନ୍‌ଭି ରମନା ଅଗଷ୍ଟ ୨୬ରେ ଅବସର ନେବା ପରେ ଜଷ୍ଟିସ ୟୁୟୁ ଲଳିତ ଚିଫ୍‌ ଜଷ୍ଟିସ ଭାବେ ନିଯୁକ୍ତ କରାଯାଇଥିଲା।

Share