ବିବାହ ପୂର୍ବରୁ ଜୟାଙ୍କ ନିକଟରେ ଏଭଳି ବଡ ସର୍ତ୍ତ ରଖିଥିଲେ ଅମିତାଭ

ବମ୍ବେ: ବଲିଉଡ୍‌ର ସଫଳ ବୈବାହିକ ଜୀବନ ବିତାଇଥିବା ଦମ୍ପତିମାନଙ୍କ ମଧ୍ୟରୁ ମହାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଅନ୍ୟତମ। ଏକ ସମୟରେ ଅନେକ ନାୟିକାଙ୍କ ସହ ନାଁ ଯୋଡା ହୋଇଥିଲେ ହେଁ ଅମିତାଭ ଜୟାଙ୍କ ହାତ ସବୁଦିନ ଲାଗି ଧରିଥିଲେ। ହେଲେ ଏହି ବିବାହ ଅଜବ ଘଟଣା ଯୋଗୁ ହୋଇଥିଲା। ଏପରିକି ଅମିତାଭ ତାଙ୍କ ନିକଟରେ ବଡ଼ ସର୍ତ୍ତ ରଖିଥିଲେ। ନିକଟରେ ଜୟା ଏନେଇ ଖୁଲାସା କରିଛନ୍ତି।

ନାତୁଣୀ ନବ୍ୟା ନବେଲୀ ନନ୍ଦାଙ୍କ ପୋଡକାଷ୍ଟ ‘ହ୍ବାଟ୍‌ ଦ ହେଲ୍‌ ନବ୍ୟା’ରେ ଜୟା କହିଛନ୍ତି, କୋଲକାତାରେ ଶୁଟିଂ କରୁଥିବା ବେଳେ ଅମିତାଭ ଛୁଟିରେ ବୁଲି ଯିବାକୁ କହିଥିଲେ। ହେଲେ ଜୟା କହିଥିଲେ ଯଦି ଦୁହିଁଙ୍କର ଫିଲ୍ମ ହିଟ୍‌ ହୋଇଯିବ ତେବେ ତାଙ୍କର ଯିବାରେ ଅସୁବିଧା ନାହିଁ । ଭାଗ୍ୟବଶତଃ ‘ଜଞ୍ଜିର’ ହିଟ୍‌ ହୋଇଥିଲା। ଜୟା ବୁଲି ଯିବା ପାଇଁ ସଜବାଜ ହେବା ବେଳେ ଅମିତାଭ ଗୋଟିଏ ଅସୁବିଧା ହୋଇଥିବା କହିଥିଲେ। ପଚାରିବାରେ ସେ କହିଥିଲେ, ଜୟା ତୁମ ସହ ଛୁଟିରେ ଯିବାକୁ ହେଲେ ଆଗ ବିବାହ କରିବାକୁ ପଡ଼ିବ ବୋଲି ଘରେ କହିଛନ୍ତି। ଏହାଶୁଣି ଜୟା କହିଥିଲେ ଆମେ ଅକ୍ଟୋବରରେ ବିବାହ କରିବାକୁ ଯୋଜନା କରୁଥିଲୁ, ଯଦି କହୁଛ ତେବେ ଜୁନ୍‌ରେ ହିଁ କରିବା। ଏଭଳି ଭାବେ ଛୁଟିରେ ବୁଲି ଯିବା ପୂର୍ବରୁ ଜୟା-ଅମିତାଭ ବିବାହ କରିଥିଲେ।

ତେବେ ବିବାହ ଲାଗି ଗୋଟିଏ ସର୍ତ୍ତ ରଖିଥିଲେ ଅମିତାଭ। ୯-୫ କାମ କରିବା ଭଳି ସ୍ତ୍ରୀ ଲୋଡା ନାହିଁ। କାମ କର ହେଲେ ସବୁଦିନ ନୁହେଁ। କାମ ଭଲ ଲୋକ ସହ କରିବ ବୋଲି ଅମିତାଭ କହିଥିଲେ। ଏଥିରେ ହଁ କହିବା ପରେ ୧୯୭୩ରେ ଦୁହେଁ ବିବାହ କରିଥିଲେ। ୧୯୭୬ରେ ତାଙ୍କର ପୁଅ ଅଭିଷେକ ବଚ୍ଚନ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri