Categories: ଖେଳ

ଟସ୍‌ ଜିତିଲା ବେଙ୍ଗାଲୁରୁ, ବ୍ୟାଟିଂ କରିବ…

ବେଙ୍ଗାଲୁରୁ,୨୫।୩: ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍‌ ଜିତି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳ ଟୁର୍ନାମେଣ୍ଟରେ ଦ୍ୱିତୀୟ ମ୍ୟାଚ ଖେଳୁଛନ୍ତି। ଚେନ୍ନାଇ ବିପକ୍ଷରେ ପଞ୍ଜାବ ପ୍ରଥମ ମ୍ୟାଚ ଜିତିଥିବାବେଳେ ଆରସିବି ପ୍ରଥମ ମ୍ୟାଚ ହାରିଛି। ଏହି ମ୍ୟାଚ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି।

ଆରସିବି ପ୍ଲେ-୧୧: ଫାଫ ଡୁ ଫ୍ଲେସିସ (ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ ମ୍ୟାକ୍ସୱେଲ, କ୍ୟାମେରନ ଗ୍ରୀନ, ଦୀନେଶ କାର୍ତ୍ତିକ, ଅନୁଜ ରାୱତ (ଉଇକେଟ୍‌ କିପର), ଅଲଜାରୀ ଜୋସେଫ, ମୟଙ୍କ ଡାଗର, ମହମ୍ମଦ ସିରାଜ, ୟଶ ଦୟାଲ।

ପଞ୍ଜାବ ପ୍ଲେ-୧୧: ଶିଖର ଧାୱନ (ଅଧିନାୟକ), ଜନି ବେୟାରଷ୍ଟୋ, ପ୍ରଭାସିମରନ ସିଂ, ସାମ କୁରାନ, ଜିତେଶ ଶର୍ମା (ଉଇକେଟ୍‌ କିପର), ଲିଆମ ଲିଭିଙ୍ଗଷ୍ଟୋନ, ଶଶାଙ୍କ ସିଂ, ହରପ୍ରୀତ ବରାଡ, ହର୍ଷଲ ପଟେଲ, କାଗିସୋ ରାବାଡା, ରାହୁଲ ଚହର।

Share