Posted inଜାତୀୟ

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ନଷ୍ଟ ହୋଇଥିବା ଖାଦ୍ୟଶସ୍ୟ ମାସେ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ଜନସାଧାରଣଙ୍କର ଭୋକ ମେଣ୍ଟାଇପାରିଥାନ୍ତା।

ନଷ୍ଟ ହୋଇଯାଇଥିବା ଖାଦ୍ୟଶସ୍ୟ ମଧ୍ୟରେ ୯୦%ରୁ ଅଧିକ ଗହମ ଥିବାନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ମଧ୍ୟପ୍ରଦେଶ ରାଜ୍ୟ ନାଗରିକ ଯୋଗାଣ ନିଗମ ଏହି ସଢ଼ିଯାଇଥିବା ଖାଦ୍ୟଶସ୍ୟକୁ ବିକ୍ରି କରିବା ପାଇଁ ଟେଣ୍ଡର ଜାରି କରିଛି, ଯାହାଦ୍ୱାରା କିଛି ମାତ୍ରାରେ ସରକାରୀ କ୍ଷତିକୁ ପୁନରୁଦ୍ଧାର କରାଯାଇପାରିବ। ଘଟଣାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ କହିଛନ୍ତି, ଏହା ଏକ ପୁରୁଣା ମାମଲା ଯାହା ତାଙ୍କ ଦୃଷ୍ଟିକୁ ଆସିଛି।

ଘଟଣାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ସଜାଗ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପର୍ଯ୍ୟାୟକ୍ରମେ ବିଭିନ୍ନ ସରକାରୀ ଗୋଦାମଗୁଡ଼ିକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗୋବିନ୍ଦ କହିଛନ୍ତି। ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ ନଷ୍ଟ ହେବା ଦ୍ୱାରା ମଧ୍ୟପ୍ରଦେଶ ସରକାରଙ୍କୁ ଆନୁମାନିକ ୨୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭତ୍ସ! ଗର୍ଭବତୀ ପତ୍ନୀଙ୍କ ପେଟ ଉପରେ ବସିପଡ଼ିଲେ ୨୧ ବର୍ଷର ଯୁବକ, ଗର୍ଭରୁ ବାହାରି ଆସିଲା ୭ ମାସର ଭ୍ରୁଣ

ହାଇଦ୍ରାବାଦ,୨୧।୧: ପ୍ରେମ ପରେ ବିବାହ କରି ଘରକୁ ଆଣିଥିଲେ। କିଛି ଦିନ ସମ୍ପର୍କ ଠିକ୍‌ ଚାଲିବା ପରେ ପତ୍ନୀ ଗର୍ଭବତୀ ହୋଇଥିଲେ। ପରେ ଧିରେ ଧିରେ...

୨୫୦ ଟଙ୍କା କ୍ଷତି ହେବା ଯୋଗୁ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କଲେ ଯୁବକ, ପୁରା ଘଟଣା ଜାଣିଲେ…

ପାଟନା,୨୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୋଗୁ ବିହାରର ଜଣେ ଯୁବକଙ୍କ ୨୫୦ ଟଙ୍କା କ୍ଷତି ହୋଇଥିଲା। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ...

ମହାକାଶରେ ବିରଳ ଦୃଶ୍ୟ, ପୃଥିବୀ ପାଖକୁ ମାଡି ଆସିଲେ ୪ଟି ଗ୍ରହ

ନୂଆଦିଲ୍ଲୀ,୨୧।୧: ,୨୧।୧: ମହାକାଶରେ ମହାଜାଗତିକ ଦୃଶ୍ୟ । ଗତ କିଛି ଦିନ ହେବ ଆମ ସୌରମଣ୍ଡଳର ୪ଟି ଗ୍ରହ ଶୁକ୍ର, ଶନି, ବୃହସ୍ପତି ଓ ମଙ୍ଗଳ...

ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ…

ଲକ୍ଷ୍ନୌ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ରାଜ୍ୟ ସଭା ଏମ୍‌ପି ସୁଧା ମୂର୍ତ୍ତି ପହଞ୍ଚିଛନ୍ତି। ତିନି ଦିନ ଯାଏ ସେ ସେଠାରେ ରହିବେ। ସେହି ସମୟରେ...

ଟ୍ରମ୍ପ କଲେ ହୁଙ୍କାର, ଥରହର ଦିଲ୍ଲୀ! ଏବେ ବନ୍ଧୁତା ନା ଶତ୍ରୁତା?

ନୂଆଦିଲ୍ଲୀ,୨୧।୧:ଆରମ୍ଭ ହେଲା ହ୍‌ାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ଆମେରିକା ଦଖଲ କରି ରାଷ୍ଟ୍ରପତି ଗାଦି ସମ୍ଭାଳିଲେ ଟ୍ରମ୍ପ। କିନ୍ତୁ ଶପଥ ନେଉ ନେଉ...

ପୁଣି ଫେରିଲେ ଆଇଆଇଟି ବାବାଙ୍କ ଏକ୍ସ ପ୍ରେମିକା, ବାବା କହିଲେ ମୋ ପାର୍ବତୀ…

ନୂଆଦିଲ୍ଲୀ,୨୧।୧:ମହାକୁମ୍ଭରେ ଭାଇରାଲ ହୋଇଛନ୍ତି ଆଇଆଇଟି ବାବା । ଆଇଆଇଟି ବମ୍ବେରୁ ବାବା ସାଜିଥିବା ଅଭୟ ସିଂ ଏବେ ସବୁଠି ଚର୍ଚ୍ଚାର ବିଷୟ। ଆଇଆଇଟି ବମ୍ବେରୁ ଏରୋସ୍ପେସ...

KGରୁ PG ମାଗଣା ଶିକ୍ଷା, ଛାତ୍ରଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା, ଭାଜପାର ଘୋଷଣା ପତ୍ର ପାର୍ଟ-୨

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଏହାର ଘୋଷଣାପତ୍ରର ଦ୍ୱିତୀୟ ଭାଗ ପ୍ରକାଶ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ...

ମାତ୍ର ୪ ଦିନରେ ୬ ହଜାରରୁ ୪ ଲକ୍ଷରେ ପହଞ୍ଚିଲା ଆଇଆଇଟି ବାବାଙ୍କ ଫଲୋଅର୍ସ

ପ୍ରୟାଗରାଜ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧି ଲାଭ କରିଥିବା ଅଭୟ ସିଂହ ଏବେ ନିଜେ ତାଙ୍କ ଖ୍ୟାତି ପାଇଁ ବିଚଳିତ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri